ଓଡ଼ିଶା Videos ଟିକେଟ ପାଇଁ ବିଜେଡିରେ ବିଦ୍ରୋହ ହେବ କି? ବିଜେଡି ରାଜନୀତିରେ ଆଗାମୀ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ସୃଷ୍ଟି ହୋଇପାରେ ବିଦ୍ରୋହ। ଦଳ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି ବିଦ୍ରୋହୀ ପ୍ରାର୍ଥୀ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ତେଜିପାରେ ବିଦ୍ରୋହର ସ୍ୱର। ଏନେଇ ଚିନ୍ତାରେ ଅଛନ୍ତି ବିଜେଡିର ଥିଙ୍କ ଟ୍ୟାଙ୍କ। ସେପଟେ ବିଜେଡିର ବିଦ୍ରୋହୀଙ୍କୁ ନେଇ ଫାଇଦା ଉଠାଇବାକୁ ଆଶା ରଖିଛି ବିଦ୍ରୋହୀ ଶିବିର। Debendra Prusty 21 Jan 2023 10:32 IST ବିଜେଡିରେ ମାଳମାଳ ବିଭୀଷଣ ! || Odisha BJD Political Special News || Odisha Reporterବିଜେଡି ରାଜନୀତିରେ ଆଗାମୀ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ସୃଷ୍ଟି ହୋଇପାରେ ବିଦ୍ରୋହ। ଦଳ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି ବିଦ୍ରୋହୀ ପ୍ରାର୍ଥୀ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ତେଜିପାରେ ବିଦ୍ରୋହର ସ୍ୱର। ଏନେଇ ଚିନ୍ତାରେ ଅଛନ୍ତି ବିଜେଡିର ଥିଙ୍କ ଟ୍ୟାଙ୍କ। ସେପଟେ ବିଜେଡିର ବିଦ୍ରୋହୀଙ୍କୁ ନେଇ ଫାଇଦା ଉଠାଇବାକୁ ଆଶା ରଖିଛି ବିଦ୍ରୋହୀ ଶିବିର। Advertisment , Naveen Patnaik BjD Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ