Advertisment

ଟିକେଟ ପାଇଁ ବିଜେଡିରେ ବିଦ୍ରୋହ ହେବ କି?

ବିଜେଡି ରାଜନୀତିରେ ଆଗାମୀ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ସୃଷ୍ଟି ହୋଇପାରେ ବିଦ୍ରୋହ। ଦଳ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି ବିଦ୍ରୋହୀ ପ୍ରାର୍ଥୀ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ତେଜିପାରେ ବିଦ୍ରୋହର ସ୍ୱର। ଏନେଇ ଚିନ୍ତାରେ ଅଛନ୍ତି ବିଜେଡିର ଥିଙ୍କ ଟ୍ୟାଙ୍କ। ସେପଟେ ବିଜେଡିର ବିଦ୍ରୋହୀଙ୍କୁ ନେଇ ଫାଇଦା ଉଠାଇବାକୁ ଆଶା ରଖିଛି ବିଦ୍ରୋହୀ ଶିବିର।

Advertisment

ବିଜେଡି ରାଜନୀତିରେ ଆଗାମୀ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ସୃଷ୍ଟି ହୋଇପାରେ ବିଦ୍ରୋହ। ଦଳ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି ବିଦ୍ରୋହୀ ପ୍ରାର୍ଥୀ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ତେଜିପାରେ ବିଦ୍ରୋହର ସ୍ୱର। ଏନେଇ ଚିନ୍ତାରେ ଅଛନ୍ତି ବିଜେଡିର ଥିଙ୍କ ଟ୍ୟାଙ୍କ। 
ସେପଟେ ବିଜେଡିର ବିଦ୍ରୋହୀଙ୍କୁ ନେଇ ଫାଇଦା ଉଠାଇବାକୁ ଆଶା ରଖିଛି ବିଦ୍ରୋହୀ ଶିବିର। 

Advertisment
, Naveen Patnaik BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe