ନକଲି ମଦ କାରଖାନା ଉପରେ ଚଢ଼ଉ; ୩ ଗିରଫ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହର ସ୍ଥିତ ଗିରିଜାଟୋଲିରେ ଥିବା ଏକ ନକଲି ବିଦେଶୀ ମଦ କାରଖାନା ଉପରେ  ଅବକାରୀ ବିଭାଗ ଚଢ଼ଉ କରିଛି।  ସମ୍ୱଲପୁର ଅବକାରୀ ବିଭାଗର ସୂଚନା ଆଧାରରେ ରାଉରକେଲା ଅବକାରୀ ପୁଲିସ ଓ ସମ୍ବଲପୁର ଗୁଇନ୍ଦା ଟିମ୍‌ ମିଳିତ ଭାବେ ଏହି ଚଢ଼ଉ କରିଥିଲେ। ସେଠାରୁ ବପୁଳ ପରିମାଣର ନକଲି ବିଦେଶୀ ମଦ, ଖାଲି ବୋତଲ, ଠିପି ଓ ବୋତଲ ସିଲିଂ ମେସିନ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ  ଜମୁନା ଭୂମିଜ୍‌, […]

rkl

rkl

Jyoshna Pradhan
  • Published: Monday, 08 June 2020
  • Updated: 08 June 2020, 02:45 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହର ସ୍ଥିତ ଗିରିଜାଟୋଲିରେ ଥିବା ଏକ ନକଲି ବିଦେଶୀ ମଦ କାରଖାନା ଉପରେ  ଅବକାରୀ ବିଭାଗ ଚଢ଼ଉ କରିଛି।  ସମ୍ୱଲପୁର ଅବକାରୀ ବିଭାଗର ସୂଚନା ଆଧାରରେ ରାଉରକେଲା ଅବକାରୀ ପୁଲିସ ଓ ସମ୍ବଲପୁର ଗୁଇନ୍ଦା ଟିମ୍‌ ମିଳିତ ଭାବେ ଏହି ଚଢ଼ଉ କରିଥିଲେ। ସେଠାରୁ ବପୁଳ ପରିମାଣର ନକଲି ବିଦେଶୀ ମଦ, ଖାଲି ବୋତଲ, ଠିପି ଓ ବୋତଲ ସିଲିଂ ମେସିନ ଜବତ କରାଯାଇଛି।

ଏହି ଘଟଣାରେ ଅବକାରୀ ବିଭାଗ  ଜମୁନା ଭୂମିଜ୍‌, ପାହାଲ ସିଂହ ଓ ରୁବେନ ମାଝିଙ୍କୁ ଗିରଫ କରିଛି। ହେଲେ ଘଟଣାସ୍ଥଳରୁ ମାଷ୍ଟରମାଇଣ୍ଡ ଅନୀଲ ସାହୁ ଫେରାର ହୋଇଯାଇଛି।  ଅନୀଲକୁ ଧରିବାକୁ ଉଦ୍ୟମ ଚାଲି ଥିବା ଅବକାରୀ ବିଭାଗ କହିଛି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos