rkl
Advertisment
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହର ସ୍ଥିତ ଗିରିଜାଟୋଲିରେ ଥିବା ଏକ ନକଲି ବିଦେଶୀ ମଦ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ଉ କରିଛି। ସମ୍ୱଲପୁର ଅବକାରୀ ବିଭାଗର ସୂଚନା ଆଧାରରେ ରାଉରକେଲା ଅବକାରୀ ପୁଲିସ ଓ ସମ୍ବଲପୁର ଗୁଇନ୍ଦା ଟିମ୍ ମିଳିତ ଭାବେ ଏହି ଚଢ଼ଉ କରିଥିଲେ। ସେଠାରୁ ବପୁଳ ପରିମାଣର ନକଲି ବିଦେଶୀ ମଦ, ଖାଲି ବୋତଲ, ଠିପି ଓ ବୋତଲ ସିଲିଂ ମେସିନ ଜବତ କରାଯାଇଛି।
Advertisment
ଏହି ଘଟଣାରେ ଅବକାରୀ ବିଭାଗ ଜମୁନା ଭୂମିଜ୍, ପାହାଲ ସିଂହ ଓ ରୁବେନ ମାଝିଙ୍କୁ ଗିରଫ କରିଛି। ହେଲେ ଘଟଣାସ୍ଥଳରୁ ମାଷ୍ଟରମାଇଣ୍ଡ ଅନୀଲ ସାହୁ ଫେରାର ହୋଇଯାଇଛି। ଅନୀଲକୁ ଧରିବାକୁ ଉଦ୍ୟମ ଚାଲି ଥିବା ଅବକାରୀ ବିଭାଗ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/rkl-2200.jpg)