ବର୍ଷକ ସୁଦ୍ଧା ଆଉ ୪ ମେଡିକାଲ କଲେଜ ଓ ୫ହଜାର ଡାକ୍ତର ନିଯୁକ୍ତି : ସ୍ୱାସ୍ଥ୍ୟ ସଚିବ

ଚଳିତ ଶିକ୍ଷାବର୍ଷରେ କଳାହାଣ୍ଡିରେ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବାକୁ ପ୍ରାଥମିକତା ଦିଆଯାଉଛି ଓ ପରବର୍ତ୍ତୀ ସମୟରେ ତାଳଚେର, ଯାଜପୁର ଓ କନ୍ଧମାଳରେ ମେଡିକାଲ କଲେଜ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

Shalini Pandit PhotoOR

ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ। ଆଜିଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ବରିଷ୍ଠ ଅଧିକାରୀ ସମ୍ମିଳନୀ।

Ordigital Desk
  • Published: Tuesday, 14 February 2023
  • Updated: 14 February 2023, 09:18 PM IST

Sports

Latest News

ଆସନ୍ତା ବର୍ଷକ ମଧ୍ୟରେ ଆଉ ୪ଟି ନୂଆ ମେଡିକାଲ କଲେଜ ଓ ଅଧିକ ୫ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଚଳିତ ଶିକ୍ଷାବର୍ଷରେ କଳାହାଣ୍ଡିରେ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବାକୁ ପ୍ରାଥମିକତା ଦିଆଯାଉଛି ଓ ପରବର୍ତ୍ତୀ ସମୟରେ ତାଳଚେର, ଯାଜପୁର ଓ କନ୍ଧମାଳରେ ମେଡିକାଲ କଲେଜ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

ଆଜିଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ବରିଷ୍ଠ ଅଧିକାରୀ ସମ୍ମିଳନୀ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ, ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାକୁ ଖୁବଶୀଘ୍ର ଦୂର କରାଯିବ । ୯୦ ପ୍ରତିଶତ ଏମବିିବିଏସ୍ ଡାକ୍ତରୀ ପଦବୀ ପୂରଣ କରାଯିବ । ଏବେ ୩ହଜାର ଡାକ୍ତର ପଦବୀ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପ୍ରକ୍ରିୟା ଆରମ୍ଭ କରିଛନ୍ତି ଓ ସେପ୍ଟେମ୍ବର ସୁଦ୍ଧା ଏହି ଡାକ୍ତରମାନେ ନିଯୁକ୍ତି ପାଇଯିବେ । ଅର୍ଥ ବିଭାଗ ଇତିମଧ୍ୟରେ ଆଉ ୫ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟି ନିମନ୍ତେ ଅନୁମତି ଦେଇଛନ୍ତି ଓ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।

ଏହାସହିତ ୨୦୨୪ ମସିହା ପ୍ରଥମାର୍ଦ୍ଧରେ କଟକସ୍ଥିତ ଏସସିବି ମେଡିକାଲ କଲେଜର ଆଧୁନିକୀକରଣ କାର୍ଯ୍ୟ ଶେଷ ହେବ । ବିଗତ କିଛିବର୍ଷ ମଧ୍ୟରେ ୭ଟି ନୂଆ ମେଡିକାଲ କାର୍ଯ୍ୟକ୍ଷମ ହୋଇସାରିଛି । ଆମ ହସ୍ପିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ୧୪୭ଟି ହସ୍ପିଟାଲର ଆଧୁନିକୀକରଣ କାର୍ଯ୍ୟ ପାଇଁ ୭୫୦କୋଟି ଟଙ୍କା ଆବଂଟନ ହୋଇଛି । ଅନୁଗୁଳ, ବଡ଼ବିଲ, ଝାରସୁଗୁଡ଼ା ଓ ଭଦ୍ରକଠାରେ ପିପିପି ମୋଡରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି । ଝାରସୁଗୁଡ଼ାଠାରେ ସ୍ୱତନ୍ତ୍ର କ୍ୟାନସର ଓ ହୃଦରୋଗ ହସ୍ପିଟାଲ ପିପିପି ମୋଡରେ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରେ ୭୫୦ ବେଡ୍ ବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ହସ୍‌ପିଟାଲ ନିର୍ମାଣ ଚାଲିଛି । ଭୁବନେଶ୍ୱରର ନାଇଜର କ୍ୟାମ୍ପସରେ ଆଉ ୨୫୦ ବେଡ୍ ବିଶିଷ୍ଟ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ସ୍ଥାପନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଭାବେ ଉନ୍ନୀତ କରାଯାଇଛି । ଓଡ଼ିଶା ହେଲଥ ୟୁନିର୍ଭସିଟି ସ୍ଥାପନ କାର୍ଯ୍ୟ ଜାରି ରହିଛି ।

Also Read

ଆଜି ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଆମ ହସ୍ପିଟାଲ କାର୍ଯ୍ୟକ୍ରମ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା । ଏପର୍ଯ୍ୟନ୍ତ ୯୬.୫ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ସେହିପରି ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ସମଗ୍ର ଦେଶରେ ବାୟୁ ସ୍ୱାସ୍ଥ୍ୟ ସେବା ଯୋଗାଣ ଦିଗରେ ଓଡ଼ିଶା ପ୍ରଥମ ରାଜ୍ୟ । ଯକ୍ଷ୍ମା ନିରାକରଣ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟରେ ରହିଥିବାବେଳେ ମ୍ୟାଲେରିଆ ନିରାକରଣରେ ଓଡ଼ିଶା ମଡେଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏକ ବିଶ୍ୱସ୍ତରୀୟ ମଡେଲ ଭାବେ ସ୍ୱୀକୃତି ଦେଇଛି ବୋଲି ଶ୍ରୀମତୀ ପଣ୍ଡିତ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story