Advertisment

ଆଇସିୟୁରେ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ର !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତର ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ପ୍ରାଇଭେଟ୍‌ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। କୋଭିଡ୍‌ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ତପୁ ମିଶ୍ରଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନଥିବା ବେଳେ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଖବର ଟ୍ୟାଗ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶୁଭେଚ୍ଛୁ । ତପୁ ମିଶ୍ର ଙ୍କ […]

author-image
Tapas Behera
ଅଦ୍ୟତନ ହୋଇଛି
ଆଇସିୟୁରେ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ର !

tapu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତର ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ପ୍ରାଇଭେଟ୍‌ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। କୋଭିଡ୍‌ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ତପୁ ମିଶ୍ରଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନଥିବା ବେଳେ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଖବର ଟ୍ୟାଗ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶୁଭେଚ୍ଛୁ ।
https://twitter.com/MilanMo17737810/status/1395331120590319617?s=20

Advertisment

ସେହିପରି ଏହି ଖବର ଟ୍ୱିଟରରେ ମଧ୍ୟ ଟ୍ରେଣ୍ଡିଂ କରୁଛି। ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ୧୦ ଦିନ ପୂର୍ବେ  ବାପାଙ୍କୁ ହରାଇଛନ୍ତି ତପୁ ମିଶ୍ର। ଉଭୟ ଓଡ଼ିଆ ସିନେମା ଓ ଆଲବମ ଜଗତରେ ବହୁ ହିଟ୍‌ ଗୀତ ଗାଈ ଦର୍ଶକଙ୍କ ପାଖରେ ଆଦୃତି ଲାଭ କରିଛନ୍ତି ତପୁ ମିଶ୍ର।
https://twitter.com/Khayali_Bini/status/1395234697194577924?s=20

Tapu Mishra