ଆସିପାରିଲାନି ଆମ୍ବୁଲାନ୍ସ, ନଦୀ ପଠାରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତି

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ୱୁଲାନ୍ସ। ତେଣୁ ଜଣେ ପ୍ରସୂତିଙ୍କୁ ଖଟିଆରେ ବୋହି  ଆମ୍ୱୁଲାନ୍ସ ଅଟକି ଥିବା ସ୍ଥାନକୁ ନେଇଯାଉଥିଲେ ପରିବାର ଲୋକେ। ହେଲେ ବାଟରେ ନଦୀ ପଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ପ୍ରସୂତି। ଘଟଣାଟି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ  କିରାମ୍ୱ ଗାଁର। ଗାଁର ବିନୋଦ ମୁଦିଲିଙ୍କ ସ୍ତ୍ରୀ ସୁରେଖା ଆଜି ସକାଳେ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୮ […]

koraput

koraput

Jyoshna Pradhan
  • Published: Monday, 31 August 2020
  • Updated: 31 August 2020, 12:10 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ୱୁଲାନ୍ସ। ତେଣୁ ଜଣେ ପ୍ରସୂତିଙ୍କୁ ଖଟିଆରେ ବୋହି  ଆମ୍ୱୁଲାନ୍ସ ଅଟକି ଥିବା ସ୍ଥାନକୁ ନେଇଯାଉଥିଲେ ପରିବାର ଲୋକେ। ହେଲେ ବାଟରେ ନଦୀ ପଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ପ୍ରସୂତି। ଘଟଣାଟି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ  କିରାମ୍ୱ ଗାଁର।

ଗାଁର ବିନୋଦ ମୁଦିଲିଙ୍କ ସ୍ତ୍ରୀ ସୁରେଖା ଆଜି ସକାଳେ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଯାଇ ପାରି ନଥିଲା। ଗାଁଠାରୁ ୧ କିମି ଦୂରେ ଆମ୍ଲୁଲାନ୍ସ ଅଟକି ରହିଥିଲା ।

ଏହା ପରେ ପରିବାର ଲୋକେ ଏକ ଖଟିଆରେ ପ୍ରସୂତିଙ୍କୁ ବୋହି ଆମ୍ବୁଲାନ୍ସ ନିକଟକୁ ନେଉଥିଲେ। ହେଲେ ଯନ୍ତ୍ରଣା ଅଧିକ ହେବାରୁ ସେ ନଦୀପଠାରେ ହିଁ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ଆମ୍ୱୁଲାନ୍ସରେ ମାଆ ଓ ଛୁଆକୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story