‘ମୁଁ ଚାହୁଁଛି ପ୍ରଥମେ ପୁଲିସ୍ ମୋ‌ ବାପାଙ୍କୁ ଗିରଫ କରୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଶିରିପୁର ଶବର ସାହିରେ ଏକ ନବ ଦମ୍ପତିଙ୍କ ପରିବାରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଖଣ୍ଡିଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ, ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବତୀ ନିଜ ଇଚ୍ଛାରେ ଶିରିପୁର ଶବର ସାହିର ଜଣେ ଯୁବକଙ୍କୁ ୨୫ ତାରିଖ ଦିନ କୋର୍ଟ ମ୍ୟାରେଜ୍ କରିଥିଲେ। ଏହାପରେ ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କ ସହ ଶିରିପୁର ଶବର ସାହିରେ ଆସି ରହିଥିଲେ। ହେଲେ ଯୁବତୀଙ୍କ […]

attack

attack

Jyoshna Pradhan
  • Published: Sunday, 28 June 2020
  • Updated: 28 June 2020, 10:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଶିରିପୁର ଶବର ସାହିରେ ଏକ ନବ ଦମ୍ପତିଙ୍କ ପରିବାରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଖଣ୍ଡିଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବତୀ ନିଜ ଇଚ୍ଛାରେ ଶିରିପୁର ଶବର ସାହିର ଜଣେ ଯୁବକଙ୍କୁ ୨୫ ତାରିଖ ଦିନ କୋର୍ଟ ମ୍ୟାରେଜ୍ କରିଥିଲେ। ଏହାପରେ ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କ ସହ ଶିରିପୁର ଶବର ସାହିରେ ଆସି ରହିଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକେ ଝିଅ ନିଖୋଜ ଥିବା ନେଇ ୨୫ ତାରିଖ ଦିନ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ତେଣୁ ୨୬ ତାରିଖ ଦିନ ଯୁବତୀ ଓ ତାଙ୍କ ସ୍ୱାମୀ ଆସି ଖଣ୍ଡଗିରି ଥାନାରେ ସରେଣ୍ଡର କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଯୁବତୀ ତାଙ୍କ ବାପାଙ୍କ କଥାରେ ରାଜି ହୋଇ ନଥିଲେ। ସେହି ଦିନ ରାତିରେ ଯୁବତୀଙ୍କ ଭାଇ ଓ଼ ତାଙ୍କ ସାଙ୍ଗମାନେ ମିଶି ତାଙ୍କ ଶ୍ୱଶୁର ଘର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏନେଇ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ଯୁବତୀ ଜଣଙ୍କ କହିଛନ୍ତି,“ ୨୬ ତାରିଖ ରାତି ୨ଟାରେ ମୋ ଭାଇ ଓ ଖଣ୍ଡଗିରିର ମୋଷ୍ଟ ୱାଣ୍ଟେଡ୍‌ ବୁବୁ ଜେନା ଗ୍ୟାଙ୍ଗର ପିଲାମାନେ ଆସି ମୋ ଶ୍ୱଶୁରଙ୍କ ଘରେ ଆକ୍ରମଣ କରିଥିଲେ। ମୁଁ ଚାହୁଁଛି ପ୍ରଥମେ ପୁଲିସ୍‌ ବାପାଙ୍କୁ ଗିରଫ କରୁ। ଏହାପରେ ବୁବୁ ଜେନା ଗ୍ୟାଙ୍ଗ ଧରାପଡ଼ିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story