ଜୋତାରେ ପିଟି ପିଟି ରାଗ ସୁଝାଇଲେ ମହିଳା

ବିଧାୟକଙ୍କ ପୋଷ୍ଟରରେ ଜୋତା ମାଡ଼, ମନ ଇଚ୍ଛା ପିଟିଲେ ମହିଳା। କଂଗ୍ରେସ କର୍ମୀ କହିଲେ, ଅଯୋଗ୍ୟ ବିଧାୟକଙ୍କୁ ତୁରନ୍ତ ଗିରଫ କର। ମାମଲା ରୁଜୁ ପରେ ବିଧାୟକଙ୍କୁ କାହିଁକି ଗିରଫ କରୁନି ପୁଲିସ? ମହିଳା ନେତ୍ରୀ କହିଲେ, ସୋମାଲିକା ବି କାହାର ଭଉଣୀ, କାହାର ଝିଅ।

Debendra Prusty
  • Published: Friday, 17 February 2023
  • Updated: 17 February 2023, 03:08 PM IST

ବିଧାୟକଙ୍କ ପୋଷ୍ଟରରେ ଜୋତା ମାଡ଼, ମନ ଇଚ୍ଛା ପିଟିଲେ ମହିଳା। କଂଗ୍ରେସ କର୍ମୀ କହିଲେ, ଅଯୋଗ୍ୟ ବିଧାୟକଙ୍କୁ ତୁରନ୍ତ ଗିରଫ କର। ମାମଲା ରୁଜୁ ପରେ ବିଧାୟକଙ୍କୁ କାହିଁକି ଗିରଫ କରୁନି ପୁଲିସ? ମହିଳା ନେତ୍ରୀ କହିଲେ, ସୋମାଲିକା ବି କାହାର ଭଉଣୀ, କାହାର ଝିଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos