Advertisment

ଜୋତାରେ ପିଟି ପିଟି ରାଗ ସୁଝାଇଲେ ମହିଳା

ବିଧାୟକଙ୍କ ପୋଷ୍ଟରରେ ଜୋତା ମାଡ଼, ମନ ଇଚ୍ଛା ପିଟିଲେ ମହିଳା। କଂଗ୍ରେସ କର୍ମୀ କହିଲେ, ଅଯୋଗ୍ୟ ବିଧାୟକଙ୍କୁ ତୁରନ୍ତ ଗିରଫ କର। ମାମଲା ରୁଜୁ ପରେ ବିଧାୟକଙ୍କୁ କାହିଁକି ଗିରଫ କରୁନି ପୁଲିସ? ମହିଳା ନେତ୍ରୀ କହିଲେ, ସୋମାଲିକା ବି କାହାର ଭଉଣୀ, କାହାର ଝିଅ।

Odisha BjD Odisha Politics Bjd Mla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe