ଧରାପଡ଼ିଲେ ନକଲି ଶିକ୍ଷୟିତ୍ରୀ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଧରାପଡ଼ିଲେ ନକଲି ଶିକ୍ଷୟିତ୍ରୀ। କେନ୍ଦ୍ରାପଡା ଜିଲ୍ଲା ବିଲ୍ଲାହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲ୍ ପ୍ରମାଣପତ୍ର ଦେଇ ଟଙ୍କା ହଡ଼ପ ଅଭିଯୋଗ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଓ ପାଟକୁରା ପୁଲିସ୍‌ ଆଜି ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଅନ୍ନପୂର୍ଣ୍ଣା ଦାଶ। ଅନ୍ନପୂର୍ଣ୍ଣାଙ୍କ ଘର ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଅଞ୍ଚଳରେ। ୨୦୧୩ ମସିହାରେ କିଛି ଲୋକେ ନକଲି ଶିକ୍ଷୟିତ୍ରୀଙ୍କ କାଗଜ ପତ୍ର ଦେଇ ବିଲ୍ଲାହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲିଆତି କରି ଋଣ ଉଠାଇଥିଲେ। ତେବେ ଜାଲିଆତି […]

patkura

patkura

Rajalaxmi Sahu
  • Published: Friday, 15 March 2019
  • Updated: 15 March 2019, 05:50 PM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଧରାପଡ଼ିଲେ ନକଲି ଶିକ୍ଷୟିତ୍ରୀ। କେନ୍ଦ୍ରାପଡା ଜିଲ୍ଲା ବିଲ୍ଲାହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲ୍ ପ୍ରମାଣପତ୍ର ଦେଇ ଟଙ୍କା ହଡ଼ପ ଅଭିଯୋଗ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଓ ପାଟକୁରା ପୁଲିସ୍‌ ଆଜି ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଅନ୍ନପୂର୍ଣ୍ଣା ଦାଶ। ଅନ୍ନପୂର୍ଣ୍ଣାଙ୍କ ଘର ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଅଞ୍ଚଳରେ।

୨୦୧୩ ମସିହାରେ କିଛି ଲୋକେ ନକଲି ଶିକ୍ଷୟିତ୍ରୀଙ୍କ କାଗଜ ପତ୍ର ଦେଇ ବିଲ୍ଲାହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲିଆତି କରି ଋଣ ଉଠାଇଥିଲେ। ତେବେ ଜାଲିଆତି ସମ୍ପର୍କରେ ଜଣାପଡ଼ିବା ପରେ ବ୍ୟାଙ୍କର ପରିଚାଳକ, କ୍ଷେତ୍ର ପରିଚାଳକ(ଫିଲ୍ଡ ମ୍ୟାନେଜର୍‌)ଙ୍କୁ ନିଲମ୍ବନ କରାଯାଇଥିଲା। ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁକୁ ପ୍ରଦାନ କରିଥିଲେ। ସେହି ସମୟରେ ଏହି ଘଟଣାରେ ୪ଜଣ  ଗିରଫ ହୋଇଥିବା ବେଳେ ଆଉ କିଛି ଲୋକଙ୍କୁ ଜାମିନ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story