Advertisment

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଆନନ୍ଦପୁର (ମୁନା ସିଂହ): ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକୀରପୁରର ମଲ୍ଲିକ ସାହିରେ ଗତକାଲି ରାତି ଏହି ଘଟଣା ଘଟିଛି। ସେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ମୃତ ମହିଳାଙ୍କ ନାଁ ପୁନି ମଲ୍ଲିକ। ପୁନି ବିବାହ କରିଥିଲେ। ତେବେ ୨ ମାସ ହେଲା ସେ ଏଠାରେ ତାଙ୍କ ବାପ ଘରେ ରହୁଥିଲେ। ସାପ କାମୁଡ଼ିବା ପରେ  ପରିବାର ଲୋକେ ତାଙ୍କୁ ତୁରନ୍ତ […]

author-image
Labanya Jyoti Masant
ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

deadbody

ଆନନ୍ଦପୁର (ମୁନା ସିଂହ): ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକୀରପୁରର ମଲ୍ଲିକ ସାହିରେ ଗତକାଲି ରାତି ଏହି ଘଟଣା ଘଟିଛି। ସେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ମୃତ ମହିଳାଙ୍କ ନାଁ ପୁନି ମଲ୍ଲିକ।

Advertisment

ପୁନି ବିବାହ କରିଥିଲେ। ତେବେ ୨ ମାସ ହେଲା ସେ ଏଠାରେ ତାଙ୍କ ବାପ ଘରେ ରହୁଥିଲେ।

ସାପ କାମୁଡ଼ିବା ପରେ  ପରିବାର ଲୋକେ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲ ନେଇ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।