ଦୋକାନରେ ପଶି ମଦ ବୋତଲ ଭାଙ୍ଗିଲେ ମହିଳା

ସୋନପୁର (ରବୀନ୍ଦ୍ର ହୋତା): ଗାଁରେ ଦିନକୁ ଦିନ ବଢି ଚାଲିଥିବା ମଦ କାରବାରକୁ ନେଇ ତାତିଛନ୍ତି ମହିଳା। ବେଆଇନ ଭାବେ ମଦ ବିକ୍ରି ହେଉଥିବା ଦୋକାନରେ ପଶି ଭାଙ୍ଗିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ। ଗାଁରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ଗାଁକୁ ମଦ ମୁକ୍ତ କରିବାକୁ ଶପଥ ନେଇଛନ୍ତି। ଏନେ ଗାଁର ମହିଳାମାନଙ୍କ ଏକ ବୈଠକ ହୋଇଯାଇଛି। ଏଥିରେ ଶତାଧିକ ମହିଳା ସାମିଲ […]

mada

mada

Rakesh Mallick
  • Published: Tuesday, 05 February 2019
  • Updated: 05 February 2019, 03:27 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ଗାଁରେ ଦିନକୁ ଦିନ ବଢି ଚାଲିଥିବା ମଦ କାରବାରକୁ ନେଇ ତାତିଛନ୍ତି ମହିଳା। ବେଆଇନ ଭାବେ ମଦ ବିକ୍ରି ହେଉଥିବା ଦୋକାନରେ ପଶି ଭାଙ୍ଗିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ। ଗାଁରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ଗାଁକୁ ମଦ ମୁକ୍ତ କରିବାକୁ ଶପଥ ନେଇଛନ୍ତି।

ଏନେ ଗାଁର ମହିଳାମାନଙ୍କ ଏକ ବୈଠକ ହୋଇଯାଇଛି। ଏଥିରେ ଶତାଧିକ ମହିଳା ସାମିଲ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ବି ମହିଳାମାନଙ୍କୁ ଏହି ଅଭିଯାନରେ ସମର୍ଥନ ଜଣାଛନ୍ତି।

ମହିଳାମାନେ ଅଭିଯୋଗ କରିଛନ୍ତି ଯେ ଗାଁରେ କିଛିମାସ ହେଲା ବେଆଇନ ଭାବେ ୩ଟି ତେଜରାତି ଦୋକାନରେ ମଦ ବିକ୍ରି ହେଉଛି। ପିଲାମାନେ ମଦ ପିଇ କୁପଥକୁ ଚାଲିଯାଉଛନ୍ତି। ଫଳରେ ଦିନକୁ ଦିନ ଗାଁରେ ଶାନ୍ତିଶୃଙ୍ଖଳା ନଷ୍ଟ ହେଉଛି।

ପୂର୍ବରୁ ସମ୍ପୃକ୍ତ ଦୋକାନୀଙ୍କୁ ଗାଁ ଭିତରେ ମଦ ବିକ୍ରି ନକରିବାକୁ ମହିଳାମାନେ କହିଥିଲେ। ଏନେଇ ଅବକାରୀ ବିଭାଗକୁ ମଧ୍ୟ ଜଣାଇଥିଲେ। ହେଲେ ସେମାନଙ୍କ କଥା କେହି ଶୁଣିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଶେଷରେ ନିଜେ ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡିବା ସହ ମଦ ବିକ୍ରି ହେଉଥିବା ଦୋକାନ ପାଖରେ ପହଞ୍ଚି ଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ପରେ ମହିଳାମାନେ ଦୋକାନରେ ପଶି ଦେଶୀ ଓ ବିଦେଶୀ ମଦ ବାହାର କରି ନେଷ୍ଟ କରିଦେଇଥିଲେ। ଏହାକୁ ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ବେଆଇନ୍ ମଦ ବିକ୍ରି ସମ୍ପର୍କରେ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯାଉଥିବା ବୀରମହାରାଜପୁର ଅବକାରୀ ଅଧିକାରୀ ସୁବୋଧ ନାଗ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story