ତାତିଲେ ମହିଳା, ଅଣ୍ଟିରେ ଭିଡ଼ିଲେ ଲୁଗା | Odisha Reporter
ଅନେକ ମହିଳା ବିଧବା ହୋଇଗଲେଣି। ପିଲା ମାନେ ମଧ୍ୟ ମଦ ପିଇ ବରବାଦ ହେଉଛନ୍ତି। ଫଳରେ ଆମେ ବିଦେଶୀ ମଦ ଦୋକାନ ଖୋଲିବାକୁ କେବେ ବି ସମର୍ଥନ କରିବୁ ନାହିଁ ବୋଲି ମହିଳାମାନେ ପ୍ରତିବାଦ କରିଛନ୍ତି। ଆଉ ଏହାକୁ ନେଇ ଜିଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଗାଁର ଶତାଧିକ ମହିଳା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
