Advertisment

ମଦ ପାଇଁ ମା’ ବିଧବା, ପୁଅ ବରବାଦ!

ଅନେକ ମହିଳା ବିଧବା ହୋଇଗଲେଣି। ପିଲା ମାନେ ମଧ୍ୟ ମଦ ପିଇ ବରବାଦ ହେଉଛନ୍ତି। ଫଳରେ ଆମେ ବିଦେଶୀ ମଦ ଦୋକାନ ଖୋଲିବାକୁ କେବେ ବି ସମର୍ଥନ କରିବୁ ନାହିଁ ବୋଲି ମହିଳାମାନେ ପ୍ରତିବାଦ କରିଛନ୍ତି। ଆଉ ଏହାକୁ ନେଇ ଜିଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଗାଁର ଶତାଧିକ ମହିଳା।

Odisha Women Empowered Foreign Liquor Bjd Liquor Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe