Advertisment

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥ ଟଣା ହୋଇଛି। ଗତକାଲି ପହଣ୍ଡି ପରେ ତିନି ଠାକୁର ରଥାରୁଢ଼ ହୋଇଥିଲେ। ପରମ୍ପରା ଅନୁଯାୟୀ ଆଜି ଏଠାରେ ରଥ ଟଣା ହୋଇଛି। ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ। ରୀତିନୀତି ଅନୁଯାୟୀ ଗତକାଲି ତିନି ଠାକୁରଙ୍କୁ ଗୋଟି ପହଣ୍ଡି ଅଣାଯାଇ ରଥାରୂଢ଼ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରରେ ବଡ଼ଭାଇ ବଳଭଦ୍ରଙ୍କ ରଥ ପହଞ୍ଚିଛି। ତେବେ ଦେବୀ ସୁଭଦ୍ରା ଅଧା ବାଟ ଯାଇ ଟାଉନ୍‌ ଥାନା ନିକଟରେ ଅଟକି ଯାଇଛନ୍ତି। କାରଣ […]

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

baripada

Advertisment

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥ ଟଣା ହୋଇଛି। ଗତକାଲି ପହଣ୍ଡି ପରେ ତିନି ଠାକୁର ରଥାରୁଢ଼ ହୋଇଥିଲେ। ପରମ୍ପରା ଅନୁଯାୟୀ ଆଜି ଏଠାରେ ରଥ ଟଣା ହୋଇଛି। ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ।

Advertisment

[vc_video link="" align="center"]

ରୀତିନୀତି ଅନୁଯାୟୀ ଗତକାଲି ତିନି ଠାକୁରଙ୍କୁ ଗୋଟି ପହଣ୍ଡି ଅଣାଯାଇ ରଥାରୂଢ଼ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରରେ ବଡ଼ଭାଇ ବଳଭଦ୍ରଙ୍କ ରଥ ପହଞ୍ଚିଛି। ତେବେ ଦେବୀ ସୁଭଦ୍ରା ଅଧା ବାଟ ଯାଇ ଟାଉନ୍‌ ଥାନା ନିକଟରେ ଅଟକି ଯାଇଛନ୍ତି। କାରଣ ସାନଭାଇ କାଳିଆ ଏପର୍ଯ୍ୟନ୍ତ ବାହାରି ନାହାନ୍ତି। ଆସନ୍ତାକାଲି କାଳିଆ ସାଆଁନ୍ତଙ୍କ ରଥ ଟଣାଯିବ।

Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe