‘ଇମ୍ଫା’ ଖଣିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ

ଯାଜପୁର(ଓଡ଼ିଶା ରିପୋର୍ଟର); ଯାଜପୁର ଜିଲ୍ଲା କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶ୍ରମିକ ସଂଘ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଲୋଚନାରେ ଶ୍ରମିକ ସଂଘର ୮ ଦଫା ଦାବି ନେଇ ସହମତି ହୋଇଥିଲା। ଗତ ୩୧ ତାରିଖରେ ମାଟି ଅତଡ଼ା ଧସିବା ଘଟଣାରେ ଆହତ ସମସ୍ତ ଶ୍ରମିକ ହସ୍ପିଟାଲରୁ ଫେରିଛନ୍ତି। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍ […]

IMFA

IMFA

Rakesh Mallick
  • Published: Friday, 09 November 2018
  • Updated: 09 November 2018, 11:00 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର); ଯାଜପୁର ଜିଲ୍ଲା କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶ୍ରମିକ ସଂଘ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଆଲୋଚନାରେ ଶ୍ରମିକ ସଂଘର ୮ ଦଫା ଦାବି ନେଇ ସହମତି ହୋଇଥିଲା।

ଗତ ୩୧ ତାରିଖରେ ମାଟି ଅତଡ଼ା ଧସିବା ଘଟଣାରେ ଆହତ ସମସ୍ତ ଶ୍ରମିକ ହସ୍ପିଟାଲରୁ ଫେରିଛନ୍ତି। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍ ଖଣି ମଜଦୁର ସଂଘ ସଭାପତି ପ୍ରୀତରଞ୍ଜନ ଘଡ଼େଇ ସୂଚନା ଦେଇଛନ୍ତି।

ଆସନ୍ତାକାଲିଠାରୁ ଖଣି କାର୍ଯ୍ୟ ପୁଣି ଥରେ ଚାଲିବ ବୋଲି ଜଣାପଡ଼ିଛି।

https://youtu.be/_Txf_ksxdjI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story