ଏବେ ଧାମରା ଠାରୁ ୪୦ କିମି ଦୂରରେ ୟାସ, ଆକଳନ ବଦଳାଇଲା ପାଣିପାଗ

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟା ୟାସ ଓଡ଼ିଶାର ଧାମରା ନିକଟକୁ ଆଉ ଟିକଏ ମାଡ଼ିଛି। ଏବେ ଏହା ପୂର୍ବ ଧାମରା ଠାରୁ ୪୦ କିମି ଓ ବାଲେଶ୍ୱର ଠାରୁ ୯୦ କିମି ଦୂରରେ ରହିଛି। ଏବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ବାତ୍ୟା ୟାସ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନାର ଘଣ୍ଟା ପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି। ସ୍ଥଳ ଭାଗ ଆଡ଼କୁ ବାତ୍ୟା ୟାସ ଯେତିକି ଆଗକୁ ବଢ଼ୁଛି […]

cyclone1

cyclone1

Hemant Lenka
  • Published: Wednesday, 26 May 2021
  • Updated: 26 May 2021, 11:10 AM IST

Sports

Latest News

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟା ୟାସ ଓଡ଼ିଶାର ଧାମରା ନିକଟକୁ ଆଉ ଟିକଏ ମାଡ଼ିଛି। ଏବେ ଏହା ପୂର୍ବ ଧାମରା ଠାରୁ ୪୦ କିମି ଓ ବାଲେଶ୍ୱର ଠାରୁ ୯୦ କିମି ଦୂରରେ ରହିଛି। ଏବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ବାତ୍ୟା ୟାସ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନାର ଘଣ୍ଟା ପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି।

ସ୍ଥଳ ଭାଗ ଆଡ଼କୁ ବାତ୍ୟା ୟାସ ଯେତିକି ଆଗକୁ ବଢ଼ୁଛି ପାରଦୀପ ଠାରୁ ଧାମରା ଯାଏ ପବନର ବେଗ ସେତିକି ବଢ଼ୁଛି। ଏଥିସହ ବର୍ଷାର ପରମାଣ ମଧ୍ୟ ବୃଦ୍ଧି ପାଉଛି। ବାତ୍ୟା ୟାସ୍ ଦିନ ୧୧ଟାରୁ ୧ଟା ମଧ୍ୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ। ପୂର୍ବରୁ ଲ୍ୟାଣ୍ଡଫଲ ବେଳେ ଏହାର ସର୍ବାଧିକ ବେଗ ୧୮୫ କିମି ରହିବ ବୋଲି କୁହାଯାଇଥିଲା। ହେଲେ ଏବେ ଏହା ୧୩୦ରୁ ୧୪୦ କିମିକୁ ଖସି ଆସିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦିନ ୧୦ଟାରେ ବାତ୍ୟା ୟାସର ଲ୍ୟାଣ୍ଡଫଲ ଆରମ୍ଭ ହେବ। ଦିନ ୧୧ଟାରୁ ୧ଟା ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବ। ଭୂପୃଷ୍ଠ ଛୁଇଁବା କ୍ଷଣି ୟାସ ଦୁର୍ବଳ ହେବା ଆରମ୍ଭ ହେବ। ବାଲେଶ୍ୱର ଜିଲ୍ଲାରେ ପବନର ବେଗ ସର୍ବାଧିକ ରହିବ। ପୂର୍ବରୁ ଆମେ ୧୫୫ରୁ ୧୬୫ କିମି ବେଗରେ ପବନ ବହିବ ବୋଲି କହିଥିଲୁ। କିନ୍ତୁ ଏବେ ଏହା ୧୩୦ରୁ ୧୪୦ କିମି ରହିବ।

ଏହାଠାରୁ ଅଧିକ ପବନ ଅନୁଭୂତ ହେବନାହିଁ। ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିମି ରହିଛି। ଏବେ ଭଦ୍ରକ ଓ ବାଲେଶ୍ୱରେ ଘଣ୍ଟାପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହୁଛି। ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେଉଛି। ପୂର୍ବାହ୍ନ ପରେ ଜଗତସିଂହପୁରେ ବର୍ଷା କମିବ। ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅପରାହ୍ନ ପରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ଆଜି ଅପରାହ୍ନରୁ ରାତି ଯାଏ ମୟୂରଭଞ୍ଜରେ ବର୍ଷା ଓ ପବନ ଲାଗି ରହିବ। ଚାନ୍ଦବାଲିରେ ସର୍ବାଧିକ ୨୩ ସେମି ବର୍ଷା ରେକର୍ଡ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story