Advertisment

ତମେ ଶୋଇବ ଏସିରେ, ଆମେ ମରିବୁ ଝାଳରେ!

ରାଜ୍ୟରେ ଘନଘନ ବିଜୁଳି କାଟ୍‌କୁ ନେଇ ଏହି ସରକାରଙ୍କୁ ଯେତେ କହିଲେ ବି ତାଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ। ଏବେ ପଶ୍ଚିମଠାରୁ ଉପକୂଳ ପର୍ଯ୍ୟନ୍ତ ଅସହ୍ୟ ତାତି ଆଉ ଗୁଳୁଗୁଳିରେ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି। ଠିକେ ଏତିକି ବେଳେ ବୋଝ ଉପରେ ନଳିତା ବିଡ଼ା ସଦୃଶ ବିଦ୍ୟୁତ ବିତରଣ କମ୍ପାନୀ ଲାଇନ୍ କାଟିଦେଉଛି।

author-image
Debendra Prusty

Tata Power Odisha Heat Wave