ବ୍ୟାୟାମ କରୁଥିବାବେଳେ ଯୁବତୀଙ୍କୁ ଦୁଷ୍କର୍ମ | Odisha Reporter
ବ୍ୟାୟାମ କରୁଥିବାବେଳେ ଯୁବତୀଙ୍କୁ ଦୁଷ୍କର୍ମ
ହଜାରେ ବର୍ଷର ସହର କଟକରେ ଜିମ୍ ମାଲିକଙ୍କ କଳା କାରନାମା। ସୁନ୍ଦର ସ୍ୱାସ୍ଥ୍ୟର ତାଲିମ ଦେବା ନାଁରେ ଜିମ୍ ମାଲିକ ସୃଷ୍ଟି କଲା କଳଙ୍କିତ ଅଧ୍ୟାୟ। ସିଡିଏ ସେକ୍ଟର-୯ ଅଞ୍ଚଳର ଜଣେ ଜିମ ମାଲିକ ନାଁରେ ଆସିଛି ସାଂଘାତିକ ଅଭିଯୋଗ।
ବ୍ୟାୟାମ କରୁଥିବାବେଳେ ଯୁବତୀଙ୍କୁ ଦୁଷ୍କର୍ମ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
