Advertisment

ଅଙ୍ଗୁଳି କାଟିଲେ ଚିକିତ୍ସିତ ଯୁବକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଜଣେ ରୋଗୀ ନିଜର ବାମ ହାତର ୪ଟି ଅଙ୍ଗୁଳି କାଟି ଦେଇଛନ୍ତି। ତାଙ୍କ ନାଁ ଗଙ୍ଗା ମାଡ଼କାମୀ। ତାଙ୍କ ଘର ମାଲକାନଗିରି ଜିଲ୍ଲାର ସିଆଡ଼ିମାଳ ଅଞ୍ଚଳରେ ବୋଲି ଜଣାଯାଇଛି। ଯୁବକଜଣକ ଗତ ୯ ତାରିଖରେ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲର ଅସ୍ଥି ଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେ ଦୁର୍ଘଟଣା ପରେ ମାନସିକ ଭାବେ ବିଷାଦଗ୍ରସ୍ତ ଥିଲେ। ଆଜି ସେ ମେଡିକାଲ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। […]

ଅଙ୍ଗୁଳି କାଟିଲେ ଚିକିତ୍ସିତ ଯୁବକ

berhampur

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଜଣେ ରୋଗୀ ନିଜର ବାମ ହାତର ୪ଟି ଅଙ୍ଗୁଳି କାଟି ଦେଇଛନ୍ତି। ତାଙ୍କ ନାଁ ଗଙ୍ଗା ମାଡ଼କାମୀ। ତାଙ୍କ ଘର ମାଲକାନଗିରି ଜିଲ୍ଲାର ସିଆଡ଼ିମାଳ ଅଞ୍ଚଳରେ ବୋଲି ଜଣାଯାଇଛି।

Advertisment

ଯୁବକଜଣକ ଗତ ୯ ତାରିଖରେ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲର ଅସ୍ଥି ଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେ ଦୁର୍ଘଟଣା ପରେ ମାନସିକ ଭାବେ ବିଷାଦଗ୍ରସ୍ତ ଥିଲେ। ଆଜି ସେ ମେଡିକାଲ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। ସେଠାରେ ସେ ଏକ ଧାରୁଆ ବ୍ଲେଡ଼ରେ ତାଙ୍କ ଆଙ୍ଗୁଠିଗୁଡିକୁ କାଟି ଦେଇଥିଲେ। ପରେ ରକ୍ତାକ୍ତ ଅବସ୍ଥାରେ ସେ ୱାର୍ଡକୁ ଯାଇଥିବା ବେଳେ ପରିବାର ଲୋକେ ଦେଖି ତାଙ୍କୁ କଜୁଆଳିଟିରେ ଆଣି ଚିକିତ୍ସା କରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe