ଦିନରେ ଗୁଳି କରିଥିଲା, ରାତିରେ ନିଜେ ଗୁଳି ଖାଇଲା

ରାଉରକେଲା(ପବନ ତିୱାରି): ଯାହା ଗୁଳିରେ ଗତକାଲି ଦିନରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା, ଗତ ରାତିରେ ପୁଲିସ୍‌ ଏନକାଉଣ୍ଟରରେ ସେ ଗୁରୁତର ହୋଇଛି। ଏପରି ଘଟଣା ଗତକାଲି ରାଉରକେଲାରେ ଘଟିଥିବା ବେଳେ ଗୁରୁତର ଅପରାଧୀଜଣକ ହେଲା ଅଜିତ ଓରାମ । ଅଜିତ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି  । ଜମି ବିବାଦକୁ ନେଇ  ଗତକାଲି ଦିନ ସମୟରେ ଝରିପାଣି ଗାଁରେ  ଗୁଳିକାଣ୍ଡ ହୋଇଥିଲା। ଅଜିତର ଗୁଳିରେ ବାଞ୍ଛାନିଧି ତନ୍ତୀ ନାମକ ଜଣେ ଯୁବକଙ୍କର […]

Bullate-firing

Bullate-firing

Niharika Rout
  • Published: Monday, 14 November 2022
  • Updated: 14 November 2022, 12:54 PM IST

Sports

Latest News

ରାଉରକେଲା(ପବନ ତିୱାରି): ଯାହା ଗୁଳିରେ ଗତକାଲି ଦିନରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା, ଗତ ରାତିରେ ପୁଲିସ୍‌ ଏନକାଉଣ୍ଟରରେ ସେ ଗୁରୁତର ହୋଇଛି। ଏପରି ଘଟଣା ଗତକାଲି ରାଉରକେଲାରେ ଘଟିଥିବା ବେଳେ ଗୁରୁତର ଅପରାଧୀଜଣକ ହେଲା ଅଜିତ ଓରାମ । ଅଜିତ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି  ।

ଜମି ବିବାଦକୁ ନେଇ  ଗତକାଲି ଦିନ ସମୟରେ ଝରିପାଣି ଗାଁରେ  ଗୁଳିକାଣ୍ଡ ହୋଇଥିଲା। ଅଜିତର ଗୁଳିରେ ବାଞ୍ଛାନିଧି ତନ୍ତୀ ନାମକ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ । ଏପରିକି ୨୪ ଘଣ୍ଟାରେ ଅଭିଯୁକ୍ତକୁ ନ ଧରିଲେ ପୁଣି ଥରେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତକୁ ଧରିବାକୁ ୩ଟି ଟିମ୍‌ ଗଠନ କରିଥିଲା। ଏହି ସବୁ ଟିମ୍‌ ବିଭିନ୍ନ ଅଞ୍ଚଳରେ ଛାନଭିନ୍‌ କରୁଥିବା ବେଳେ ଗତ ରାତିରେ ରଘୁନାଥପାଲି ଜଲଦା ଅଞ୍ଚଳରେ ଅଜିତ ଲୁଚିଥିବା ସୂଚନା ପାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଜିତ ପୁଲିସ୍‌ ଉପରକୁ ଗୁଳି ଚାଳନା କରିଥିଲା। ଏହାର ଜବାବରେ ପୁଲିସ୍‌ ପାଲଟା ଫାୟାରିଂ କରିବାରୁ ପୁଲିସ୍‌ ଗୁଳିରେ ଅଜିତ ଗୁରୁତର ହୋଇପଡ଼ିଛି। ଗୁଳିମାଡ଼ରେ ଗୁରୁତର ଅଜିତକୁ ଆରଜିଏଚରେ ଭର୍ତ୍ତି କରାଯାଇଛି । ତାଙ୍କ ନିକଟରୁ ୫ଟି ଗୁଳି ଓ ଏକ ବନ୍ଧୁକ ଜବତ ହୋଇଛି।  ଅଜିତର ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି ରାଉରକେଲା ଏସ୍‌ପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story