Advertisment

ମାଆ କୋଳରେ କାନ୍ଦୁଛି ଭେଣ୍ଡିଆ ପୁଅ

ଦୀର୍ଘ ୧୫ ବର୍ଷ ହେଲା ପୁଅ ଶଯ୍ୟାଶାୟୀ। ବିଛଣାରେ ପୁଅ ଶୋଇଛି, ଆଉ ମାଆ ତାକୁ ବିସ୍କୁଟ ଖୁଆଉଛି। ପୁଅ ଚାଲିପାରିବ ନାହିଁ ବୋଲି ଓଦା କପଡ଼ାରେ ତାର ଦେହ ପୋଛି ଦେଉଛି ମାଆ। ଏଭଳି ଏକ ଅସହାୟତାକୁ ନେଇ ଗୁମୁରୁ ଉଠୁଛି ମାଆ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକର ଏ ହେଉଛନ୍ତି ସୁକୁରା ସିଂ।

author-image
Manoj Swain

Odisha