Advertisment

ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଯୁବକ ଗିରଫ

ରାୟଗଡ଼ା (ଓଡ଼ିଶା ରିପୋର୍ଟ): ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଘଟଣାରେ ରାୟଗଡ଼ା ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଟିକିରି ଥାନା ପଞ୍ଚାଲି ଗାଁର ଅଗସ୍ତି ଗରଡ଼ା। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଅଗସ୍ତି ଆଉ କିଛି ଯୁବକଙ୍କ ସହିତ ମିଶି ଡକ୍ଟର ବି.ଆର୍ ଆମ୍ୱେଦକରଙ୍କ ଫଟୋ ପୂଜା କରିବା ସହିତ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ରାୟଗଡ଼ାରେ ତୀବ୍ର ପ୍ରତିକ୍ରିୟା […]

ଅଦ୍ୟତନ ହୋଇଛି
ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଯୁବକ ଗିରଫ

photo

Advertisment

ରାୟଗଡ଼ା (ଓଡ଼ିଶା ରିପୋର୍ଟ): ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଘଟଣାରେ ରାୟଗଡ଼ା ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଟିକିରି ଥାନା ପଞ୍ଚାଲି ଗାଁର ଅଗସ୍ତି ଗରଡ଼ା।

Advertisment

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଅଗସ୍ତି ଆଉ କିଛି ଯୁବକଙ୍କ ସହିତ ମିଶି ଡକ୍ଟର ବି.ଆର୍ ଆମ୍ୱେଦକରଙ୍କ ଫଟୋ ପୂଜା କରିବା ସହିତ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିଥିଲେ।

ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ରାୟଗଡ଼ାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଲିସ୍‌ ଏହି ମାମଲାର ତଦନ୍ତ କରି ଜଣକୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଖୋଜୁଥିବା ରାୟଗଡ଼ା ଏସ୍‌ପି ସୂଚନା ଦେଇଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe