ମୋତେ ନ୍ୟାୟ ଦିଅ, ନହେଲେ ଆତ୍ମହତ୍ୟା କରିବି...

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମୋତେ ନ୍ୟାୟ ଦିଅ… ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି… ପୁଲିସକୁ ଗୁହାରୀ କରି ଆଜି ଏପରି ନିବେଦନ କରିଛନ୍ତି ଜଣେ ଯୁବତୀ। ସେ କାଳି ପୂଜା ଦେଖିବାକୁ ଯାଇ ରାସ୍ତାରେ ରାତିରେ ଜଣେ ଯୁବକଙ୍କ ସହିତ କଥା ହୋଇଥିବାରୁ ମିଳିଛି ନିର୍ଯାତନା। ଗାଁର କେତେକ ଲୋକ ତାଙ୍କୁ ଜବରଦସ୍ତ ଟେକି ନେଇ ବାହା କରାଇ ଦେଇଛନ୍ତି। ଆଉ ବାହାଘର ସମୟରେ ଭିଡ଼ିଓ ସୁଟିଂ କରି ସୋଶାଲ ମିଡିଆରେ ଛାଡ଼ି ଦେଇଥିଲେ। ଯାହା ଏବେ ଭାଇରାଲ୍‌ […]

Nabarangpur

Nabarangpur

Manoranjan Sial
  • Published: Wednesday, 10 November 2021
  • Updated: 10 November 2021, 06:17 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମୋତେ ନ୍ୟାୟ ଦିଅ... ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି... ପୁଲିସକୁ ଗୁହାରୀ କରି ଆଜି ଏପରି ନିବେଦନ କରିଛନ୍ତି ଜଣେ ଯୁବତୀ। ସେ କାଳି ପୂଜା ଦେଖିବାକୁ ଯାଇ ରାସ୍ତାରେ ରାତିରେ ଜଣେ ଯୁବକଙ୍କ ସହିତ କଥା ହୋଇଥିବାରୁ ମିଳିଛି ନିର୍ଯାତନା। ଗାଁର କେତେକ ଲୋକ ତାଙ୍କୁ ଜବରଦସ୍ତ ଟେକି ନେଇ ବାହା କରାଇ ଦେଇଛନ୍ତି। ଆଉ ବାହାଘର ସମୟରେ ଭିଡ଼ିଓ ସୁଟିଂ କରି ସୋଶାଲ ମିଡିଆରେ ଛାଡ଼ି ଦେଇଥିଲେ। ଯାହା ଏବେ ଭାଇରାଲ୍‌ ହୋଇଛି।

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳର ଜଣେ ଯୁବତୀ ନେତ (ଛଦ୍ମନାମ) କାଳିପୂଜା ଦେଖିବା ପାଇଁ ସୋନପୁର ଡିଏନକେ ସ୍ଥିତ ନିଜ ସାନ ଭଉଣୀ ଘରକୁ ଯାଇଥିଲେ। ସେ ରାତିରେ କାଳି ପୂଜା ଦେଖିବାକୁ ଯାଇଥିବା ବେଳେ ସେହି ଗାଁର ଜଣେ ଯୁବକଙ୍କ ସହ କଥା ହେଉଥିଲେ। ଏହା ଦେଖି ସେହି ଗାଁର କେତେକ ବ୍ୟକ୍ତି ଜୋର୍ ଜବରଦସ୍ତ ନେତ ଓ ତାଙ୍କ ସହିତ କଥା ହେଉଥିବା ଯୁବକଙ୍କୁ ଏକ ବନ୍ଦ ଘରେ ପୂରାଇ ଦେଇଥିଲେ। ପରେ ଗାଁ ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ନେତ କାନ୍ଦି କାନ୍ଦି କାକୁତି ମିନତି ହେଉଥିଲେ ମଧ୍ୟ ସେମାନେ ତାଙ୍କ କଥା ଶୁଣିନଥିଲେ। ପରେ ଉଭୟଙ୍କ ବିରୋଧ ସତ୍ତ୍ୱେ ବିବାହ କରାଇ ଦେଇଥିଲେ।

ବିବାହ ସମୟରେ ଭିଡିଓ ରେକଡିଂ କରାଇଥିଲେ। ସେହି ଭିଡିଓକୁ ସୋଶାଲ୍‌ ମିଡିଆରେ ଛାଡ଼ି ଦେଇଥିଲେ। ଯାହା ଭାଇରଲ ହୋଇଯାଇଛି। ବର୍ତ୍ତମାନ ସେହି ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ସେପଟେ ଖବର ପାଇ ନେତକୁ ଉଦ୍ଧାର କରିବା ପାଇଁ ତାଙ୍କ ବାପା ସୋନପୁରରେ ପହଞ୍ଚିଥିଲେ। ମାତ୍ର ସେଠାରେ ତାଙ୍କୁ ଅପମାନିତ କରାଯାଇଥିଲା। ଗ୍ରାମ ସଭାର ସଦସ୍ୟମାନେ ନେତଙ୍କ ବାପାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏବେ ନ୍ୟାୟ ପାଇଁ ନେତ ରାଇଘର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story