Advertisment

ତୀର ମାଡ଼ରେ ଯୁବକ ଗୁରୁତର

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ଥାନା ଅଧୀନ ଡୁଡୁଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତୀରମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇ ଶନିବାର ରାତିରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁରୁତର ଯୁବକଙ୍କ ନାଁ ହେଉଛି ମୁନା ବେହେରା। ତେବେ ମୁନାଙ୍କୁ ପୂର୍ବ ଶତ୍ରୁତା କାରଣରୁ କେହି ତୀରମାଡ଼ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଗତକାଲି ରାତିରେ ମୁନାଙ୍କୁ ଆନନ୍ଦପୁର ଡାକ୍ତରଖାନା ଅଣାଯିବା ପରେ ଡାକ୍ତର ଅବସ୍ଥା […]

ତୀର ମାଡ଼ରେ ଯୁବକ ଗୁରୁତର

tira

Advertisment

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ଥାନା ଅଧୀନ ଡୁଡୁଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତୀରମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇ ଶନିବାର ରାତିରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁରୁତର ଯୁବକଙ୍କ ନାଁ ହେଉଛି ମୁନା ବେହେରା। ତେବେ ମୁନାଙ୍କୁ ପୂର୍ବ ଶତ୍ରୁତା କାରଣରୁ କେହି ତୀରମାଡ଼ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଗତକାଲି ରାତିରେ ମୁନାଙ୍କୁ ଆନନ୍ଦପୁର ଡାକ୍ତରଖାନା ଅଣାଯିବା ପରେ ଡାକ୍ତର ଅବସ୍ଥା ଗୁରୁତର ହୋଇଥିବା ଦେଖି ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe