ଯୁବକଙ୍କୁ ପିଟିପିଟି ମାରିଦେଲେ!

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଟ୍ରାଫିକ ଗେଟ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ସାଗର ରାଏ । ତେବେ ଏହି ଆକ୍ରମଣରେ ମୃତ ସାଗରଙ୍କ ବନ୍ଧୁ ପ୍ରକାଶ ସେଠୀ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସାଗର ଓ ପ୍ରକାଶ ଟ୍ରାଫିକ ଗେଟ ମାର୍କେଟରେ ଥିବା ଏକ ଘରେ ଶୋଇଥିଲେ। […]

murder

murder

Tapaswini Nayak
  • Published: Saturday, 31 October 2020
  • Updated: 31 October 2020, 02:49 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଟ୍ରାଫିକ ଗେଟ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ସାଗର ରାଏ । ତେବେ ଏହି ଆକ୍ରମଣରେ ମୃତ ସାଗରଙ୍କ ବନ୍ଧୁ ପ୍ରକାଶ ସେଠୀ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସାଗର ଓ ପ୍ରକାଶ ଟ୍ରାଫିକ ଗେଟ ମାର୍କେଟରେ ଥିବା ଏକ ଘରେ ଶୋଇଥିଲେ। ଏହି ସମୟରେ ଆଠ ଦଶ ଜଣ ଯୁବକ ଲାଠି ଓ ଧାରୁଆ ଅସ୍ତ୍ରରେ ସେନାନଙ୍କୁ ଆକ୍ରମଣ କରିଥିଲେ। ସାଗରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପ୍ରକାଶ ଗୁରୁତର ଆହତ ହୋଇଥିଲେ। ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ଏକ ମାମଲା ଦାୟର ହୋଇଛି। ପୁଲିସ ତିନି ଚାରି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story