ମୋବାଇଲ ବ୍ୟାଟେରୀ ଫାଟି ଯୁବକ ଗୁରୁତର

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ପୁଣି ଫାଟିଲା ମୋବାଇଲ ବ୍ୟାଟେରୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଡନସନାଡିହି ଗାଁରେ ଘଟିଛି ଏହି ଅଘଟଣ। ଦୁଷ୍ମନ୍ତ ଖର୍ସେଲ୍ ନାମକ ଜଣେ ଯୁବକ ମୋବାଇଲରୁ ବ୍ୟାଟେରୀ ଚାର୍ଜ କଲା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ତାଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

mobil-blast-in-kochanda

mobil-blast-in-kochanda

Sampad Mahapatra
  • Published: Thursday, 30 August 2018
  • Updated: 30 August 2018, 11:36 AM IST

Sports

Latest News

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ପୁଣି ଫାଟିଲା ମୋବାଇଲ ବ୍ୟାଟେରୀ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଡନସନାଡିହି ଗାଁରେ ଘଟିଛି ଏହି ଅଘଟଣ। ଦୁଷ୍ମନ୍ତ ଖର୍ସେଲ୍ ନାମକ ଜଣେ ଯୁବକ ମୋବାଇଲରୁ ବ୍ୟାଟେରୀ ଚାର୍ଜ କଲା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।

ପରିବାର ଲୋକେ ତାଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story