Advertisment

ମୋବାଇଲ ବ୍ୟାଟେରୀ ଫାଟି ଯୁବକ ଗୁରୁତର

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ପୁଣି ଫାଟିଲା ମୋବାଇଲ ବ୍ୟାଟେରୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଡନସନାଡିହି ଗାଁରେ ଘଟିଛି ଏହି ଅଘଟଣ। ଦୁଷ୍ମନ୍ତ ଖର୍ସେଲ୍ ନାମକ ଜଣେ ଯୁବକ ମୋବାଇଲରୁ ବ୍ୟାଟେରୀ ଚାର୍ଜ କଲା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ତାଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମୋବାଇଲ ବ୍ୟାଟେରୀ ଫାଟି ଯୁବକ ଗୁରୁତର

mobil-blast-in-kochanda

Advertisment

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ପୁଣି ଫାଟିଲା ମୋବାଇଲ ବ୍ୟାଟେରୀ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଡନସନାଡିହି ଗାଁରେ ଘଟିଛି ଏହି ଅଘଟଣ। ଦୁଷ୍ମନ୍ତ ଖର୍ସେଲ୍ ନାମକ ଜଣେ ଯୁବକ ମୋବାଇଲରୁ ବ୍ୟାଟେରୀ ଚାର୍ଜ କଲା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।

Advertisment

ପରିବାର ଲୋକେ ତାଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe