Advertisment

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ବ୍ରହ୍ମପୁର : ଗଞ୍ଜ।ମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କେନାଲ୍ ହୁଡ଼ାଠାରେ ଗୁରୁବାର ପୂର୍ବାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ଭଞ୍ଜନଗରର ଅନୀଲ ଗୌଡ଼ ନାମକ ଜଣେ ଯୁବକ ତାଙ୍କ ସାଥୀ ସହ ମୋଟର ସାଇକେଲ ଯୋଗେ ଭଞ୍ଜନଗର ସୋରଡ଼ା ରାସ୍ତା ଦେଇ ବ୍ରହ୍ମପୁର ଯାଉଥିବା ବେଳେ ୬ଜଣ ଯୁବକ ତିନୋଟି ମୋଟର ସାଇକେଲରେ ତାଙ୍କୁ ପିଛା କରି ଅଟକାଇବା ସହ ପଥରରେ ଛେଚି  ହତ୍ୟା କରିଛନ୍ତି ଅଭିଯୋଗ ହୋଇଛି। । ମୋଟର ସାଇକେଲରେ ବସିଥିବା ଅନ୍ୟ ଜଣେ […]

author-image
Rakesh Mallick
ଅଦ୍ୟତନ ହୋଇଛି

asak

ବ୍ରହ୍ମପୁର : ଗଞ୍ଜ।ମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କେନାଲ୍ ହୁଡ଼ାଠାରେ ଗୁରୁବାର ପୂର୍ବାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ଭଞ୍ଜନଗରର ଅନୀଲ ଗୌଡ଼ ନାମକ ଜଣେ ଯୁବକ ତାଙ୍କ ସାଥୀ ସହ ମୋଟର ସାଇକେଲ ଯୋଗେ ଭଞ୍ଜନଗର ସୋରଡ଼ା ରାସ୍ତା ଦେଇ ବ୍ରହ୍ମପୁର ଯାଉଥିବା ବେଳେ ୬ଜଣ ଯୁବକ ତିନୋଟି ମୋଟର ସାଇକେଲରେ ତାଙ୍କୁ ପିଛା କରି ଅଟକାଇବା ସହ ପଥରରେ ଛେଚି  ହତ୍ୟା କରିଛନ୍ତି ଅଭିଯୋଗ ହୋଇଛି। । ମୋଟର ସାଇକେଲରେ ବସିଥିବା ଅନ୍ୟ ଜଣେ ଯୁବକ ଘଟଣା ସ୍ଥଳରୁ ଫେରାର୍ ହୋଇ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment