ବାର ମାଲିକ କହୁଛି ଦାଦାକୁ ଖୁସି କରିଦେ... | Odisha Reporter
Advertisment
ବାର ମାଲିକ କହୁଛନ୍ତି ଦାଦାଙ୍କୁ ଖୁସି କରିବାକୁ। ନକଲାରୁ ମୋ ଚୁଟି ଧରି ଘୋଷାଡ଼ି ଦେଲେ। ମୋତେ କହିଲେ, ଅଖାରେ ପୂରାଇ ଫୋପାଡ଼ିଦେବି। ୫୦ ହଜାର ବାକି ରଖିଛନ୍ତି। ଦାଦାଙ୍କୁ ଖୁସି କଲେ ପାଉଣା ମିଳିବ କହୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us