ଦେଶରେ ବିଜୁ ଜନତା ଦଳ ଚାନ୍ଦା ସଂଗ୍ରହରେ ଏକ ଅଗ୍ରଣୀ ଦଳ ହୋଇଥିବାବେଳେ 2022-23ରେ ବିଜେଡି ବିଭିନ୍ନ ସୂତ୍ରରୁ ଚାନ୍ଦା ଜରିଆରେ 181.05 କୋଟି ଟଙ୍କା ଆୟ କରିଥିବା ତାର ଶେଷ 2022-23 ଅଡିଟ୍ ରିପୋର୍ଟରେ ଦର୍ଶାଇଛି । ବିଜେଡିର ମୋଟ ସମ୍ପତ୍ତିର ପରିମାଣ 644.13 କୋଟିରେ ପହଞ୍ଚିଛି। 2020-21ରେ ବିଜେଡିର ସମ୍ପତ୍ତି ପରିମାଣ ମାତ୍ର 194.49 କୋଟି ଥିବାବେଳେ 2021-22ରେ ସମ୍ପତ୍ତି 473.06 କୋଟିରେ ପହଞ୍ଚିଥିଲା। ତେବେ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଯେ ପୂର୍ବ ବର୍ଷ ଅପେକ୍ଷା ବିଜେଡି ଏଥର କର୍ମଚାରୀଙ୍କୁ ଦରମା ଦେବା ବାବଦରେ କମ ଖର୍ଚ୍ଚ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Offbeat
କିସମ ବଦଳାଇ ଦେଲେ ଭୁବନେଶ୍ୱର ତହସିଲଦାର ଓ ଉପଜିଲ୍ଲାପାଳ
ବିଏମସି, ଓରେରା ଭଳି ଅନ୍ୟାନ୍ୟ ସରକାରୀ ଏଜେନ୍ସିରୁ ଅନୁମତି ନେଇ କାମ ଅନେକ ବାଟ ଆଗେଇଯିବା ପରେ ଚେତା ପଶିଲା।
Events & Festivals
ଆଜିି ଶ୍ରୀଜିଉଙ୍କ ବନକଲାଗି ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ
ବନକଲାଗି ନୀତି ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।
Offbeat
ବୋରୱେଲରୁ ପାଣି ଉଠାଇ ନଦୀରେ ପକାଉଛନ୍ତି ଭୁବନେଶ୍ୱର, ତା’ପଛରେ ରହିଛି ଏହି ମହତ ଉଦ୍ଦେଶ୍ୟ
ଭୁବନେଶ୍ୱର ଶିଦଲପୁର ଜଣେ ଚାଷୀ। ତାଙ୍କର ୩୦ ଏକ ଜମି ଅଛି। ସେଥିରେ ସେ ଆଖୁ, ମକା, ଗୁଆ ଓ ପନିପରିବା ଚାଷ କରନ୍ତି।
Offbeat
ଫଟୋ ନେଲେ, ଚିଠି ଲେଖିବେ ବୋଲି ନମିତାଙ୍କୁ କଥା ଦେଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଆସୁଥିବା ଜାଣିଥିଲେ ନମିତା। ଗତ ୩ ଦିନ ଧରି ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଥିଲେ। ସେହି ଚିତ୍ରଟିକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଚାହିଁଥିଲେ।
Offbeat
ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ବୁର୍ଲା ହସ୍ପିଟାଲ୍ରେ ହେଲା ଏକୋଇଶିଆ, ଦିଆଗଲା ନାଁ
ଶିଶୁଟିକୁ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ପଳାଇଥିଲେ।