ଆୟ ବଢ଼ିଛି, ଦରମା ଖର୍ଚ୍ଚ କମିଛି

  • Published: Saturday, 16 December 2023
  • , Updated: 16 December 2023, 07:10 PM IST

ଦେଶରେ ବିଜୁ ଜନତା ଦଳ ଚାନ୍ଦା ସଂଗ୍ରହରେ ଏକ ଅଗ୍ରଣୀ ଦଳ ହୋଇଥିବାବେଳେ 2022-23ରେ ବିଜେଡି ବିଭିନ୍ନ ସୂତ୍ରରୁ ଚାନ୍ଦା ଜରିଆରେ 181.05 କୋଟି ଟଙ୍କା ଆୟ କରିଥିବା ତାର ଶେଷ 2022-23 ଅଡିଟ୍ ରିପୋର୍ଟରେ ଦର୍ଶାଇଛି । ବିଜେଡିର ମୋଟ ସମ୍ପତ୍ତିର ପରିମାଣ 644.13 କୋଟିରେ ପହଞ୍ଚିଛି। 2020-21ରେ ବିଜେଡିର ସମ୍ପତ୍ତି ପରିମାଣ ମାତ୍ର 194.49 କୋଟି ଥିବାବେଳେ 2021-22ରେ ସମ୍ପତ୍ତି 473.06 କୋଟିରେ ପହଞ୍ଚିଥିଲା। ତେବେ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଯେ ପୂର୍ବ ବର୍ଷ ଅପେକ୍ଷା ବିଜେଡି ଏଥର କର୍ମଚାରୀଙ୍କୁ ଦରମା ଦେବା ବାବଦରେ କମ ଖର୍ଚ୍ଚ କରିଛି।

Related story