ଏଇଠି ଘୁରି ବୁଲୁଛନ୍ତି ପ୍ରେତାତ୍ମା | Odisha Reporter
Advertisment
ପୂରା ଶୂନଶାନ ସ୍ଥାନରେ ଘରଟି ରହିଛି। ଆଉ ଏହି ଘରେ ଅନେକ ପ୍ରେତାତ୍ମା ରହୁଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଜନସାଧାରଣ କିଛି ଏଭଳି କହୁଛନ୍ତି। ଏହି ଘରର ଆଖପାଖରେ କୌଣସି ବି ଘର ନାହିଁ। ଆଉ ରାତି ହେଲେ ଏହି ରାସ୍ତା ଦେଇ ଗଲେ ଆପଣଙ୍କୁ ଶୁଭିବ ଅଶରୀରୀମାନଙ୍କର ବିକଟାଳ ଶବ୍ଦ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us