Advertisment

ଜୀବନ ବଞ୍ଚାଇ ଦେବାକୁ ବାପା ଆଗରେ ଝିଅର ଆକୁଳ ଅଳି, ଆଖିକୁ ଭିଜାଇ ଭାଇରାଲ୍ ହେଲା ଭିଡିଓ

[vc_row][vc_column][vc_video link=": ବାପା ମୋତେ ବଞ୍ଚାଇବା ପାଇଁ କିଛି କର।  ରକ୍ତ ଆଗରେ ରକ୍ତ କରୁଛି ଜୀବନ ଭିକ୍ଷା। ନିଜ ଜୀବନକୁ ରକ୍ଷା କରିବାକୁ ବାପା ନିକଟରେ ଝିଅର ଏହି ଆକୁଳ ନିବେଦନର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।  କ୍ୟାନସର୍ ପୀଡ଼ିତା ୧୩ ବର୍ଷର ନାବାଳିକା ସାଇଶ୍ରୀର ଏହି ଭିଡିଓ ଭାଇରାଲ୍ ହେବା ସହ ଅନେକଙ୍କୁ ରକ୍ତ ସମ୍ପର୍କର ଆଉ ଥରେ ସଜ୍ଞା ନିରୂପଣ କରିବାକୁ ବାଧ୍ୟ କରୁଛି ।

ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡ଼ାର ଏହି କ୍ୟାନସର୍ ପୀଡ଼ିତା ସାଇଶ୍ରୀର ଗତ ରବିବାର ମୃତ୍ୟୁ ହୋଇଛି।  କିନ୍ତୁ ଏହି ଭିଡିଓ ଅନେକଙ୍କ ଆଖି ଖୋଲିବାକୁ ଯଥେଷ୍ଟ।  ଆଠ ବର୍ଷ ତଳେ ସାଇଶ୍ରୀଙ୍କ ବାପା ମାଆ ପରସ୍ପର ଠାରୁ ଅଲଗା ହୋଇ ରହୁଥିଲେ ଏବଂ ସାଇଶ୍ରୀ ମାଆଙ୍କ ନିକଟରେ ରହୁଥିଲେ।

ତେବେ ଗତବର୍ଷ ଅଗଷ୍ଟରେ ସେ କ୍ୟାନସରରେ ଆକ୍ରାନ୍ତ ବୋଲି ଜଣାପଡ଼ିଲା ଏବଂ ବୋନ୍ ମେରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ବହୁ ଟଙ୍କା ଆବଶ୍ୟକ ଥିଲା।  ଏହି ହ୍ବାଟ୍ସଅପ୍ ଭିଡିଓ ମାଧ୍ୟମରେ ସାଇଶ୍ରୀ ନିଜ ବାପାଙ୍କୁ ତା ନାଁରେ ଥିବା ଘର ବିକି ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଆକୁଳ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳୁଛି।  ଏହା ତାଙ୍କର ଇଚ୍ଛା, ବାପା ଉପରେ ଅଭିମାନ ଏବଂ ନିଜ ମାଆଙ୍କ ଅସହାୟତା ସମ୍ପର୍କରେ ବର୍ଣ୍ଣନା କରୁଛି।[/vc_column_text][/vc_column][/vc_row]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe