୨୦୦୧ରେ ପୁଣି ବେଙ୍ଗଲରେ ବାମପନ୍ଥୀ ସରକାର, ଟିଏମସିର ଆବିର୍ଭାବ

କୋଲକାତା: ୧୯୭୭ରୁ ବେଙ୍ଗଲରେ ଆରମ୍ଭ ହୋଇଥିବା ବାମନ୍ଥୀ ସରକାର ୨୦୦୧ରେ ବି କାର୍ଯ୍ୟ କରିଥିଲା। ସ୍ୱାଗତକ କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସିପିଆଇଏମ ନେତା ଜ୍ୟୋତି ବସୁଙ୍କ ବଦଳରେ ୨୦୦୧ରେ ଅନ୍ୟତମ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ୧୯୯୯ ଡିସେମ୍ବରରେ ନିର୍ବାଚନ କମିଶନରେ ପଞ୍ଜିକୃତ କରିଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲା। ଏହାପୂର୍ବରୁ ମମତା ଦୀର୍ଘ ୨୬ ବର୍ଷ କାଳ କଂଗ୍ରେସର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। […]

Buddhadeb-Bhattacharjee

Buddhadeb-Bhattacharjee

Hemant Lenka
  • Published: Saturday, 06 March 2021
  • Updated: 06 March 2021, 03:37 PM IST

Sports

Latest News

କୋଲକାତା: ୧୯୭୭ରୁ ବେଙ୍ଗଲରେ ଆରମ୍ଭ ହୋଇଥିବା ବାମନ୍ଥୀ ସରକାର ୨୦୦୧ରେ ବି କାର୍ଯ୍ୟ କରିଥିଲା। ସ୍ୱାଗତକ କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସିପିଆଇଏମ ନେତା ଜ୍ୟୋତି ବସୁଙ୍କ ବଦଳରେ ୨୦୦୧ରେ ଅନ୍ୟତମ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।

୧୯୯୯ ଡିସେମ୍ବରରେ ନିର୍ବାଚନ କମିଶନରେ ପଞ୍ଜିକୃତ କରିଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲା। ଏହାପୂର୍ବରୁ ମମତା ଦୀର୍ଘ ୨୬ ବର୍ଷ କାଳ କଂଗ୍ରେସର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ୨୦୦୧ରେ ଟିଏମସି ପ୍ରାର୍ଥୀ ଦେଇଥିଲା। ନିର୍ବାଚନ କମିଶନ ଟିଏମସିକୁ ଯୋଡ଼ା ଘାସ ଫୁଲର ଚିହ୍ନରେ ଲଢ଼ିବାକୁ ଅନୁମତି ଦେଇଥିଲେ। ୨୦୧୬ ସେପ୍ଟେମ୍ବର ୨ରେ ଟିଏମସି ଜାତୀୟ ଦଳର ମାନ୍ୟତା ପାଇଥିଲା।

୨୦୦୧ ବିଧାନସଭାରେ ସିପିଆଇଏମ ନେତୃତ୍ୱାଧୀନ ଲେଫ୍ଟ ଫ୍ରଣ୍ଟ ବିରୋଧରେ ଟିଏମସି, କଂଗ୍ରେସ ଓ ବିଜେପି ଲଢ଼େଇ କରିଥିଲେ। ହେଲେ ଲେଫ୍ଟ ଫ୍ରଣ୍ଟ ୨୯୪ଟି ଆସନରୁ ୧୯୬ଟିରେ ବାଜିମାତ କରି ସରକାର ଗଠନ କରିଥିଲା। ଟିଏମସି ୨୨୬ଟି ଆସନରେ ପ୍ରାର୍ଥୀ ଦେଇ ୬୦ଟିରେ, କଂଗ୍ରେସ ୬୦ ଆସନରେ ପ୍ରାର୍ଥୀ ଦେଇ ୨୬ଟିରେ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ୨୫ଟି, ଆରଏସ୍‌ପି ୧୭, ସିପିଆଇ ୭ଟି, ପଶ୍ଚିମବଙ୍ଗ ସୋସିଆଲିଷ୍ଟ ପାର୍ଟି ୪ଟି, ଜିଏନଏଲଏଫ ୩ଟି, ବିପ୍ଳବୀ ବେଙ୍ଗଲ କଂଗ୍ରେସ ୧ଟି ଓ ସ୍ୱାଧୀନ ପ୍ରାର୍ଥୀ ୯ଟି ଆସନରେ ବାଜିମାତ କରିଥିଲେ। ବିଜେପି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।

ଲେଫ୍ଟ ଫ୍ରଣ୍ଟ ୧୯୬ଟି ଆସନ ଜିତିଥିବାରୁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨୦୦୧ ମେ’ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ଏହି ପଦରେ ୨୦୦୬ ମସିହା ମେ’ ୧୭ ଯାଏ କାର୍ଯ୍ୟ କରିଥିଲେ। ତୃଣମୂଳ କଂଗ୍ରେସ ବିଧାନସଭାରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇଥିଲା। ପଙ୍କଜ କୁମାର ବାନାର୍ଜୀ ବିରୋଧୀ ଦଳର ନେତା ହୋଇଥିଲେ।

୨୦୦୬ରେ ବେଙ୍ଗଲର ୧୪ତମ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା। ପ୍ରଥମଥର ପାଇଁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଭୋଟିଂ ହୋଇଥିଲା। ୨୦୦୬ ମସିହା ମେ’ ୮ରେ ନିର୍ବାଚନ ଶେଷ ହେବା  ପରେ ମେ’ ୧୧ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଥିଲା। ପୁଣିଥରେ ସିପିଆଇଏମ ନେତୃତ୍ୱାଧୀନ ଲେଫ୍ଟ ପ୍ରଣ୍ଟ ରାଜ୍ୟରେ କ୍ଷମତା ଦଖଲ କରିଥିଲା। ୨୦୦୧ ପରେ ୨୦୦୬ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ରାଜ୍ୟର ଶାସନ ମଙ୍ଗ ଧରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିଏମସି ଓ ବିଜେପି ୨୦୦୬ରେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ବିଜେପି ୨୯ଟି ଆସନରେ ପ୍ରାର୍ଥୀ ଦେଇଥିଲେ ହେଁ ଗୋଟିଏ ବି ସ୍ଥାନରେ ଜିତି ପାରି ନଥିଲା। ଟିଏମସି ୩୦ଟି ଆସନ ପ୍ରଥମେ ଜିତିବା ପରେ ଉପ ନିର୍ବାଚନରେ ୪ଟି ଆସନରେ ଜିତିଥିଲା। କଂଗ୍ରେସ ପ୍ରଥମେ ୨୧ଟି ଉପ ନିର୍ବାଚନରେ ୨ଟି ଆସନ ଦଖଲ କରିଥିଲା। ଅନ୍ୟପକ୍ଷରେ ଲେଫ୍ଟ ଫ୍ରଣ୍ଟ ୨୩୩ଟି ଆସନରେ ଜିତି ସରକାର ଗଠନ କରିଥିଲା।

୨୦୦୬ ନିର୍ବାଚନରେ ମାୟାବତୀଙ୍କ ବହୁଜନ ସାମଜ ପାର୍ଟି ୧୨୮ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲେ ହେଁ ଗୋଟିଏ ବି ଆସନରେ ଜିତି ନଥିଲା। ଏନସିପି ବି ଖାତା ଖୋଲି ପାରି ନଥିଲା। ଜେଡିୟୁ ବି ସମାନ ଦଶା ଭୋଗିଥିଲା।

ଲେଫ୍ଟ ଫ୍ରଣ୍ଟ ଏକତରଫା ବିଜୟ ହାସଲ କରିବାକୁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨୦୦୬ ମସିହା ମେ’ ୧୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ଏହି ପଦରେ ୨୦୦୧ ମସିହା ମେ’ ୧୩ ଯାଏ କାର୍ଯ୍ୟ କରିଥିଲେ। ଏଥିସହ ବାମପନ୍ଥୀ ସରକାର ବେଙ୍ଗଲରେ ୩୪ ବର୍ଷ ପୂରଣ କରିଥିଲା। ପ୍ରଥମେ ଜ୍ୟୋତି ବସୁଙ୍କ ନେତୃତ୍ୱରେ ୨୩ ବର୍ଷ ୧୩୭ ଦିନ ଓ ପରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଦଳ ୧୦ ବର୍ଷ ୧୮୮ ଦିନ ବେଙ୍ଗଲକୁ ଶାସନ କରିଥିଲା।

ତେବେ ୨୦୦୬ରେ ଆରମ୍ଭ ହୋଇଥିବା ନନ୍ଦିଗ୍ରାମ ଆନ୍ଦୋଳନ ୨୦୧୧ ବିଧାନସଭା ନିର୍ବାଚନରେ ବାମପନ୍ଥୀ ସରକାରକୁ ମହଙ୍ଗା ପଡ଼ିଥିଲା। ଦଳକୁ ଲୋକମାନେ ଗାଦିଚ୍ୟୁତ କରିଥିଲେ। ସେହିପରି ନନ୍ଦିଗ୍ରାମ ବିସ୍ଥାପିତଙ୍କ ସହ ଟିଏମସି ଛିଡ଼ା ହୋଇଥିବାରୁ ୨୦୧୧ରେ ଦଳ ବେଙ୍ଗଲରେ କ୍ଷମତା ଦଖଲ କରିଥିଲା। ମମତା ବାନାର୍ଜୀ ବେଙ୍ଗଲର ମୁଖ୍ୟମନ୍ତ୍ରୀ ବି ହୋଇଥିଲେ।

୧୦ ବର୍ଷ କାଳ ବେଙ୍ଗଲକୁ ଶାସନ କରିଥିବା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୧୯୪୪ ମସିହା ମାର୍ଚ୍ଚ ୧ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଜାଦଭପୁରରୁ ଦୀର୍ଘ ୨୪ ବର୍ଷ କାଳ ବେଙ୍ଗଲ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୧ ମେ’ ୧୩ ଯାଏ ସେ ଏଠାରୁ ଜିତି ଆସୁଥିଲେ। କିନ୍ତୁ ୨୦୧୧ ବିଧାନସଭା ନିର୍ବାଚନରେ ତାଙ୍କୁ ଅପ୍ରତ୍ୟାଶିତ ଢଙ୍ଗରେ ତାଙ୍କ ସରକାର ବେଳେ ମୁଖ୍ୟ ଶାସନ ସଚିବ ଭାବେ କାମ କରୁଥିବା ମନୀଷ ଗୁପ୍ତା ପରାସ୍ତ କରିଥିଲେ।

୧୯୬୭ରେ ପ୍ରଫୁଲ୍ଲ ଚନ୍ଦ୍ର ସେନଙ୍କ ପରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ବେଙ୍ଗଲର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ନିଜ ନିର୍ବାଚନ ମଣ୍ଡଳୀରେ ପରାସ୍ତ ହୋଇଥିଲେ। ସେ ତାଙ୍କ ଶାସନ କାଳରେ ଶିଳ୍ପାୟନକୁ ଅଧିକ ଗୁରୁତ୍ୱ ଦେଉଥିଲେ। ଜମି ଅଧିଗ୍ରହଣକୁ ନେଇ ସିଙ୍ଘୁର, ନନ୍ଦିଗ୍ରାମ ଓ ନେତାଇ ପ୍ରବଳ ହିଂସାକାଣ୍ଡ ମଧ୍ୟ ତାଙ୍କ ଶାସନ ସମୟରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story