ଦେଶ ପାଇଁ ଯବାନ ଗଢ଼ୁଛି ‘ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ’

ଯାଜପୁର(ଗୁଲାମ ଗସ୍‌) ଦେଶର ସୁରକ୍ଷା ପାଇଁ ରହିଛି ସମସ୍ତଙ୍କର କର୍ତବ୍ୟ। ଆଗାମୀ ଯୁବପିଢ଼ି ଏନେଇ ଉଚିତ ମାର୍ଗ ପାଇବାର ଆବଶ୍ୟକତା ରହିଛି। ସେନାରେ ଭର୍ତି ହେବା ପାଇଁ ସେମାନଙ୍କୁ ସଠିକ ଭାବରେ ପ୍ରଶିକ୍ଷଣ ମିଳି ପାରିଲେ ଅଧିକରୁ ଅଧିକ ଯୁବକ ଦେଶ ପାଇଁ କାମ କରିପାରିବେ। ତେବେ କିଭଳି ନୂଆ ସୈନିକ ସୃଷ୍ଟି ହେବେ ସେ ନେଇ ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲା ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ। ସେନାରେ ଭର୍ତି ହେବା […]

tbn

tbn

Tapas Behera
  • Published: Sunday, 07 February 2021
  • Updated: 07 February 2021, 03:58 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌) ଦେଶର ସୁରକ୍ଷା ପାଇଁ ରହିଛି ସମସ୍ତଙ୍କର କର୍ତବ୍ୟ। ଆଗାମୀ ଯୁବପିଢ଼ି ଏନେଇ ଉଚିତ ମାର୍ଗ ପାଇବାର ଆବଶ୍ୟକତା ରହିଛି। ସେନାରେ ଭର୍ତି ହେବା ପାଇଁ ସେମାନଙ୍କୁ ସଠିକ ଭାବରେ ପ୍ରଶିକ୍ଷଣ ମିଳି ପାରିଲେ ଅଧିକରୁ ଅଧିକ ଯୁବକ ଦେଶ ପାଇଁ କାମ କରିପାରିବେ। ତେବେ କିଭଳି ନୂଆ ସୈନିକ ସୃଷ୍ଟି ହେବେ ସେ ନେଇ ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲା ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ। ସେନାରେ ଭର୍ତି ହେବା ପାଇଁ ଯାଜପୁର ଜିଲ୍ଲା ଜାରକା କଳ୍ପତରୁ ଦାସ ଷ୍ଟାଡିୟମରେ ଫିଟନେସ୍‌ ଟିପସ୍‌ ସହ ଦିଆଯାଉଛି ତାଲିମ।

ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ ପକ୍ଷରୁ ଯୁବକଙ୍କୁ ଦିଆଯାଉଛି ତାଲିମ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦ରୁ ଅଧିକ ଯୁବକ ଏଠାରେ ତାଲିମ ନେଉଛନ୍ତି। ସେମାନଙ୍କୁ ତାଲିମ ଦେଉଛନ୍ତି ସିଆରପିଏଫ୍‌ ଯବାନ ସର୍ବଜିତ୍‌ ସ୍ୱାଇଁ। ସର୍ବଜିତ‌ ନିଜର ଅଭିଜ୍ଞତାକୁ ବ୍ୟବହାର କରି କିପରି ଯୁବକମାନେ ସଠିକ ପ୍ରଶିକ୍ଷଣ ନେଇ ସେନାରେ ଭର୍ତି ହୋଇପାରିବେ ସେ ନେଇ ଅହରହ ଉଦ୍ୟମ ଚଳାଇଛନ୍ତି। ଏଠାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ଯୁବକମାନେ ମଧ୍ୟ ତାଲିମ ନେଇ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିବା ପ୍ରକାଶ କରିଛନ୍ତି।

ବିନା ପ୍ରାପ୍ୟରେ ଏହି ଏକାଡେମୀ ଯୁବକମାନଙ୍କୁ ତାଲିମ ଦେଉଛି। ବିଭିନ୍ନ ଜିଲ୍ଲାରୁ ଆସି ଏଠାରେ ପ୍ରଶିକ୍ଷଣ ନେଉଥିବା ଯୁବକମାନେ କେବଳ ନିଜର ରହିବା ଓ ଖାଇବା କଥା ନିଜେ ବୁଝୁଛନ୍ତି।  ପ୍ରତିଦିନ ଭୋର ସମୟରେ ଯୁବକମାନେ ଷ୍ଟାଡିୟମକୁ ଆସି ବିନା ମୂଲ୍ୟରେ ସେନାରେ ଭର୍ତି ହେବା ପାଇଁ ତାଲିମ ନେଉଛନ୍ତି। ଶାରିରୀକ, ମାନସିକ ସ୍ତରରେ ଯୁବକମାନେ କିପରି ଦୃଢ ପରିକର ହେବେ ସେ ନେଇ ମଧ୍ୟ ବିଭିନ୍ନ କୌଶଳ ଶିଖାଯାଉଛି। ସେନାରେ ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ରହିଥିବା ବେଳେ ଆବଶ୍ୟକୀୟ ତାଲିମ ଅଭାବରୁ ସେମାନେ ପଛରେ ପଡିଯାଉଛନ୍ତି। ଏଠାରେ ସଠିକ ତାଲିମ ପାଇ ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଉଥିବା ବେଳେ ଏଠାରୁ ତାଲିମ ପାଇଁ ଅନେକ ପୁଲିସ ଓ ସେନାରେ କାର୍ଯ୍ୟ କରୁଛନ୍ତି। ଆର୍ମିରେ ଭର୍ତ୍ତି ହେବାପରେ ସ୍ୱଇଛାରେ ଦେଉଥିବା ଅର୍ଥରେ ଏକାଡେମୀ ପରିଚାଳିତ ହେଉଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story