ହିମାଳୟରେ ବିଲୁପ୍ତପ୍ରାୟ ମହୁମାଛି ଓ ପ୍ରଜାପତି

ମହୁମାଛି, ପ୍ରଜାପତି ତଥା ସମାନ ପ୍ରଜାତିର ପତଙ୍ଗମାନେ ହିମାଳୟ ଅଞ୍ଚଳରେ ଲୋପ ପାଇବାକୁ ବସିଲେଣି। ନ୍ୟାଶନାଲ ମିଶନ ଅନ୍ ହିମାଲୟାନ୍ ଷ୍ଟଡିଜ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହା ପ୍ରକୃତରେ ଚିନ୍ତାଜନକ। କାରଣ ଗ୍ଲୋବାଲ୍ ଓ୍ୱାର୍ମିଂ, ରାସାୟନିକ ଖାଦ୍ୟ ଏବଂ କୀଟନାଶକର ଅନ୍ଧ ଭଳି ବ୍ୟବହାର ଫଳରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଲେହ-ଲଦାଖ, ଲାହୁଲ-ସ୍ପିତି ଏବଂ ଉତ୍ତରାଖଣ୍ଡର ଟ୍ରାନସ୍ ହିମାଳୟ କ୍ଷେତ୍ରରେ ଦେଖାଯାଉଥିବା ବନୌଷଧୀଗୁଡ଼ିକର ସଂରକ୍ଷଣ କରିବା ଏବେ ସବୁଠାରୁ […]

bee

bee

Pragnya Choudhury
  • Published: Friday, 21 August 2020
  • Updated: 21 August 2020, 07:52 PM IST

Sports

Latest News

ମହୁମାଛି, ପ୍ରଜାପତି ତଥା ସମାନ ପ୍ରଜାତିର ପତଙ୍ଗମାନେ ହିମାଳୟ ଅଞ୍ଚଳରେ ଲୋପ ପାଇବାକୁ ବସିଲେଣି। ନ୍ୟାଶନାଲ ମିଶନ ଅନ୍ ହିମାଲୟାନ୍ ଷ୍ଟଡିଜ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହା ପ୍ରକୃତରେ ଚିନ୍ତାଜନକ। କାରଣ ଗ୍ଲୋବାଲ୍ ଓ୍ୱାର୍ମିଂ, ରାସାୟନିକ ଖାଦ୍ୟ ଏବଂ କୀଟନାଶକର ଅନ୍ଧ ଭଳି ବ୍ୟବହାର ଫଳରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି।

ଲେହ-ଲଦାଖ, ଲାହୁଲ-ସ୍ପିତି ଏବଂ ଉତ୍ତରାଖଣ୍ଡର ଟ୍ରାନସ୍ ହିମାଳୟ କ୍ଷେତ୍ରରେ ଦେଖାଯାଉଥିବା ବନୌଷଧୀଗୁଡ଼ିକର ସଂରକ୍ଷଣ କରିବା ଏବେ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି। ଏହାସହ ଏହି ଅଞ୍ଚଳଗୁଡ଼ିକ ଅଧିକ ଉଚ୍ଚରେ ଥିବାରୁ ଅଧିକାଂଶ ଭାଗ ବରଫାଚ୍ଛନ୍ନ ହୋଇ ରହିଥାଏ। ଏଭଳି ସ୍ଥିତିରେ ବନୌଷଧୀ ଉଦ୍ଭିଦଗୁଡ଼ିକ କମ୍ ପରିମାଣରେ ମିଳିଥାଏ, ଯାହା ଔଷଧ ରୂପେ ବ୍ୟବହାର ମଧ୍ୟ କରାଯାଇଥାଏ।

ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ନ୍ୟାଶନାଲ ମିଶନ୍ ଅନ୍ ହିମାଲୟାନ୍ ଷ୍ଟଡିଜକୁ ସ୍ଥାନୀୟ ଲୋକମାନଙ୍କ ବିଚାରଧାରା ତଥା ପରିବେଶ ସହ ଜଡ଼ିତ ତଥ୍ୟ ଏକତ୍ର କରି ଏକ ସର୍ଭେ କରିବାକୁ ଦାୟିତ୍ୱ ଦେଇଥିଲା। ଏହି ସର୍ଭେରୁ ଚକିତ କରିଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଟ୍ରାନ୍ସ ହିମାଳୟ ଅଞ୍ଚଳରେ ମହୁମାଛି ୫୧, ପ୍ରଜାପତିର ୬୦ ଏବଂ ଭଅଁରର କେବଳ ୧୭ ପ୍ରକାର ପ୍ରମୁଖ ପ୍ରଜାତି ହିଁ ଦେଖିବାକୁ ମିଳିଛି।

ପ୍ରକାଶ ଥାଉ କି, ପତଙ୍ଗଗୁଡ଼ିକ ଫୁଲରେ ବସିବା କ୍ରିୟା ଉଦ୍ଭିଦ ପ୍ରଜନନର ଏକ ପ୍ରମୁଖ ପ୍ରକ୍ରିୟା ଅଟେ। ଏଣୁ ଏଠାରେ ପତଙ୍ଗଗୁଡ଼ିକର ବଂଶ ନିପାତ ହେବା ଏକ ବହୁତ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ, ଫସଲ ଚକ୍ରରେ ପରିବର୍ତ୍ତନ ଏବଂ ଜମି ବିଭାଜନ କାରଣରୁ ମଧ୍ୟ ପତଙ୍ଗମାନଙ୍କ ସଂଖ୍ୟା କମି କମି ଆସିଲାଣି। ପତଙ୍ଗମାନେ ପ୍ରାୟତଃ ସକାଳେ କିମ୍ବା ସନ୍ଧ୍ୟାରେ ଫୁଲ ଉପରେ ଭ୍ରମଣ କରିଥାନ୍ତି। ଚାଷୀମାନେ ମଧ୍ୟ ଏହି ସମୟରେ କୀଟନାଶକର ବ୍ୟବହାର କରିଥାନ୍ତି, ଯାହା ଫଳରେ ପତଙ୍ଗମାନଙ୍କ ମୃତ୍ୟୁ ଘଟିଥାଏ।

ହିମାଳୟ ଅଞ୍ଚଳରେ ପତଙ୍ଗଗୁଡ଼ିକର ସଂଖ୍ୟା ଦିନକୁ ଦିନ କମି କମି ଯାଉଛି, ଯାହା ଏହି ସର୍ଭେ ରିପୋର୍ଟ ଆସିବା ପରେ ଜଣାପଡ଼ିଛି। ପତଙ୍ଗମାନଙ୍କୁ ବଞ୍ଚାଇ ରଖିବାକୁ ଜୀବୀ ପନ୍ଥ ହିମାଳୟ ପରିବେଶ ପ୍ରତିଷ୍ଠାନ ପକ୍ଷରୁ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ହିମାଳୟ ଅଞ୍ଚଳରେ ପତଙ୍ଗମାନଙ୍କ ସଂରକ୍ଷଣ ପାଇଁ ଲୋକଙ୍କୁ ସଚେତନ କରାଯିବାର ଲକ୍ଷ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story