Advertisment

ନବରାତ୍ରୀ ସମୟରେ ପାଞ୍ଚୋଟି ଜିନିଷ ଉପରେ ଦିଅନ୍ତୁ ବିଶେଷ ଧ୍ୟାନ, ପୂରଣ ହେବ ମନୋବାଞ୍ଛା

ପାଖେଇ ଆସିଲାଣି ଦଶହରା। ଏଥିପାଇଁ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ବାତାବରଣ। ଏ ବର୍ଷ ସେପ୍ଟେମ୍ବର ୨୧ ଗୁରୁବାର ଦିନଠାରୁ ଆରମ୍ଭ ହେଉଛି ନବରାତ୍ରୀ। ନବରାତ୍ରୀ ସମୟରେ କେତେକ କଥା ଉପରେ ବିଶେଷ ଧ୍ୟାନ ଦେଲେ ମନୋବାଞ୍ଛା ପୂରଣ ହୁଏ ବୋଲି କୁହାଯାଏ। ଆସନ୍ତୁ ଜଣିବା ସେଗୁଡ଼ିକ ସଂପର୍କରେ- ୧. ନବରାତ୍ରୀ ସମୟରେ ମାଂସ,ମଦ ସେବନ କରନ୍ତୁ ନାହିଁ। ୨. ଲେମ୍ବୁ କାଟନ୍ତୁ ନାହିଁ। ୩. ନବରାତ୍ରୀ ସମୟରେ ଖିଅର ହୁଅନ୍ତୁ ନାହିଁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନବରାତ୍ରୀ ସମୟରେ ପାଞ୍ଚୋଟି ଜିନିଷ ଉପରେ ଦିଅନ୍ତୁ ବିଶେଷ ଧ୍ୟାନ, ପୂରଣ ହେବ ମନୋବାଞ୍ଛା  

ପାଖେଇ ଆସିଲାଣି ଦଶହରା। ଏଥିପାଇଁ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ବାତାବରଣ। ଏ ବର୍ଷ ସେପ୍ଟେମ୍ବର ୨୧ ଗୁରୁବାର ଦିନଠାରୁ ଆରମ୍ଭ ହେଉଛି ନବରାତ୍ରୀ। ନବରାତ୍ରୀ ସମୟରେ କେତେକ କଥା ଉପରେ ବିଶେଷ ଧ୍ୟାନ ଦେଲେ ମନୋବାଞ୍ଛା ପୂରଣ ହୁଏ ବୋଲି କୁହାଯାଏ। ଆସନ୍ତୁ ଜଣିବା ସେଗୁଡ଼ିକ ସଂପର୍କରେ-

Advertisment

୧. ନବରାତ୍ରୀ ସମୟରେ ମାଂସ,ମଦ ସେବନ କରନ୍ତୁ ନାହିଁ।

୨. ଲେମ୍ବୁ କାଟନ୍ତୁ ନାହିଁ।

୩. ନବରାତ୍ରୀ ସମୟରେ ଖିଅର ହୁଅନ୍ତୁ ନାହିଁ କି ଚୁଟି କାଟନ୍ତୁ ନାହିଁ। ତେବେ ଏହି ସମୟରେ ପିଲାମାନଙ୍କୁ ଲଣ୍ଡା କରିବା ଶୁଭ ହୋଇଥାଏ।

୪. ନବରାତ୍ରୀ ପାଇଁ କଳସ ସ୍ଥାପନା କରିଥିଲେ କିମ୍ୱା ଅଖଣ୍ଡ ଜ୍ୟୋତି ଜାଳିଥିଲେ ନଅ ଦିନ ପର୍ଯ୍ୟନ୍ତ ଘରକୁ ଖାଲି ଛାଡ଼ି ଯାଆନ୍ତୁ ନାହିଁ।

Advertisment

୫. ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ରୀ ସମୟର ଖରାବେଳେ ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବ୍ରତର ଫଳ ମିଳିନଥାଏ।