ପାଖେଇ ଆସିଲାଣି ଦଶହରା। ଏଥିପାଇଁ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ବାତାବରଣ। ଏ ବର୍ଷ ସେପ୍ଟେମ୍ବର ୨୧ ଗୁରୁବାର ଦିନଠାରୁ ଆରମ୍ଭ ହେଉଛି ନବରାତ୍ରୀ। ନବରାତ୍ରୀ ସମୟରେ କେତେକ କଥା ଉପରେ ବିଶେଷ ଧ୍ୟାନ ଦେଲେ ମନୋବାଞ୍ଛା ପୂରଣ ହୁଏ ବୋଲି କୁହାଯାଏ। ଆସନ୍ତୁ ଜଣିବା ସେଗୁଡ଼ିକ ସଂପର୍କରେ-
୧. ନବରାତ୍ରୀ ସମୟରେ ମାଂସ,ମଦ ସେବନ କରନ୍ତୁ ନାହିଁ।
୨. ଲେମ୍ବୁ କାଟନ୍ତୁ ନାହିଁ।
୩. ନବରାତ୍ରୀ ସମୟରେ ଖିଅର ହୁଅନ୍ତୁ ନାହିଁ କି ଚୁଟି କାଟନ୍ତୁ ନାହିଁ। ତେବେ ଏହି ସମୟରେ ପିଲାମାନଙ୍କୁ ଲଣ୍ଡା କରିବା ଶୁଭ ହୋଇଥାଏ।
୪. ନବରାତ୍ରୀ ପାଇଁ କଳସ ସ୍ଥାପନା କରିଥିଲେ କିମ୍ୱା ଅଖଣ୍ଡ ଜ୍ୟୋତି ଜାଳିଥିଲେ ନଅ ଦିନ ପର୍ଯ୍ୟନ୍ତ ଘରକୁ ଖାଲି ଛାଡ଼ି ଯାଆନ୍ତୁ ନାହିଁ।
୫. ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ରୀ ସମୟର ଖରାବେଳେ ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବ୍ରତର ଫଳ ମିଳିନଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...