କାକରା ଛାଣି ହାର୍ଟ ରୋଗ ହେଲା, ତଥାପି ତେଲ କଡ଼େଇ ମୋହ ଛାଡୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଡ଼େଇ ପାଖରେ ବସି କାକରା ଛାଣିବାରେ ଦୀର୍ଘ ସମୟ ବିତିଯାଉଥିଲା। ସେଇ ଧୂଆଁ ପାଖରେ ବସିବସି ବୀର କିଶୋର ବାବୁଙ୍କୁ ହାର୍ଟ ରୋଗ ମଧ୍ୟ ହେଲା। ଚିକିତ୍ସିତ ହେଲେ। ତା’ପରେ ଫେରି ଆସିଲେ ପୁଣି ସେଇ କଡ଼େଇ ପାଖକୁ। କାରଣ ତାଙ୍କ ପାଇଁ ଏଇଟା କେବଳ ଏକ ସାଧାରଣ କଡ଼େଇ ନଥିଲା, ଥିଲା ତାଙ୍କ ଭଗବାନ। ଛତିଆର ବୀର କିଶୋର ସାହୁ। ଦୀର୍ଘ ୧୫ ବର୍ଷ ହେବ ସେ ଛେନା କାକରାର ବ୍ୟବସାୟ କରିଆସୁଛନ୍ତି। […]

tela-kadei

tela-kadei

Biswobandita Swain
  • Published: Thursday, 16 January 2020
  • Updated: 17 January 2020, 02:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଡ଼େଇ ପାଖରେ ବସି କାକରା ଛାଣିବାରେ ଦୀର୍ଘ ସମୟ ବିତିଯାଉଥିଲା। ସେଇ ଧୂଆଁ ପାଖରେ ବସିବସି ବୀର କିଶୋର ବାବୁଙ୍କୁ ହାର୍ଟ ରୋଗ ମଧ୍ୟ ହେଲା। ଚିକିତ୍ସିତ ହେଲେ। ତା’ପରେ ଫେରି ଆସିଲେ ପୁଣି ସେଇ କଡ଼େଇ ପାଖକୁ। କାରଣ ତାଙ୍କ ପାଇଁ ଏଇଟା କେବଳ ଏକ ସାଧାରଣ କଡ଼େଇ ନଥିଲା, ଥିଲା ତାଙ୍କ ଭଗବାନ।

ଛତିଆର ବୀର କିଶୋର ସାହୁ। ଦୀର୍ଘ ୧୫ ବର୍ଷ ହେବ ସେ ଛେନା କାକରାର ବ୍ୟବସାୟ କରିଆସୁଛନ୍ତି। ବାପା ଅଜା ସମୟରୁ ତାଙ୍କର ଏହି  ବ୍ୟବସାୟ। ପ୍ରତି ବ୍ୟବସାୟୀ ଯେମିତି ତା ଜୀବନ କାଳ ଭିତରେ କିଛି ଉଚ୍ଚ ନୀଚ ସମୟ ଦେଇ ଗତି କରେ ସେମିତି କିଛି ସମୟ ଦେଇ ଗତି କରିଥିଲେ ବୀର ବାବୁ। କାକରା ଛାଣିବା ପାଇଁ ସେ ଦୀର୍ଘ ସମୟ ଚୁଲି ପାଖରେ ବସୁଥିଲେ। ଚୁଲି ଏବଂ କଡ଼େଇରୁ ବାହାରୁ ଥିବା ଧୁଆଁ ପାଖରେ ଅଧିକ ସମୟ ବସିବା ଦ୍ୱାରା ତାଙ୍କୁ ହାର୍ଟ ରୋଗ ମଧ୍ୟ ହେଲା। ତା’ପରେ ସେ ଆପୋଲୋରେ ଚିକିତ୍ସିତ ହେଇ ସୁସ୍ଥ ହୋବା ପରେ ପୁଣିଥରେ ସେ ସେଇ କଡ଼େଇ ପାଖକୁ ଫେରି ଆସିଥିଲେ। ପୂର୍ବ ପରି କାକରା ତିଆରି କଲେ, ତାକୁ ତେଲ କଡ଼େଇରେ ଛାଣିଲେ। ଘରେ ପିଲାମାନେ ତାଙ୍କୁ ଯେତେ ମନା କଲେ ସେ ତାଙ୍କ କଥା ଶୁଣି ନଥିଲେ। କାରଣ ସେ ମଧ୍ୟ ଚାହିଁକି ବି ସେ ତେଲ କଡ଼େଇ ପାଖରୁ ଦୂରେଇ ପାରୁନଥିଲେ। କାରଣ ବୀର କିଶୋର ବାବୁଙ୍କ ପାଇଁ ସେଇଟା ଏକ ସାଧାରଣ ତେଲ କଡ଼େଇ ନୁହେଁ ସେ ତାଙ୍କ ନିଶା, ପେସା ଆଉ ସେଇଟା ହିଁ ଥିଲା ତାଙ୍କ ଭଗବାନ।

ଏବେ ବୀର କିଶୋର ବାବୁଙ୍କ ପିଲାମାନେ ସେହି କାକରା ବ୍ୟବସାୟରେ ଲାଗିଛନ୍ତି। ତାଙ୍କ ପୂରା ପରିବାର ଏହି କାକରା ବ୍ୟବସାୟକୁ ଆଗକୁ ନେବାକୁ ଚାହୁଁଛନ୍ତି। କାରଣ ଛତିଆରେ ବୀର ବାବୁଙ୍କ କାକରାର ଚାହିଦା ବେଶୀ। କେବଳ ଛତିଆରେ ନୁହେଁ, ତାଙ୍କ କାକରାର ଚାହିଦା ବିଦେଶରେ ମଧ୍ୟ॥ ବିଦେଶରେ ରହୁଥିବା କାକରା ପ୍ରେମୀ ତାଙ୍କ ପାଖରୁ କାକରା ମଗଉଥିବା କଥା ବୀର ବାବୁଙ୍କ ପୁଅ କହିଛନ୍ତି।

https://www.youtube.com/watch?v=Sdb_JF-G_Dk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story