ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଠା ବିନା ପ୍ରେମ ଅଧୂରା। ଠିକ୍ ଯେମିତି ଚକଲେଟ୍ ବିନା ପ୍ରେମିକାର ହସ। କ’ଣ କହୁଛନ୍ତି ଠିକ୍ ତ ? ଆମ କଥା ପଢ଼ି ଆପଣ ଲାଜେଇ ଯାଉଥିବେ, ଆଉ ପକେଟ୍ରେ ଭରିଥିବା କି ଓଢଣୀ ତଳେ ଚାପି ରଖିଥିବା ଚକଲେଟ୍କୁ ବାରମ୍ବାର ଦେଖୁଥିବେ। ଯେଉଁ ଚକଲେଟ୍ରେ ଦିଶୁଥିବ ଆପଣଙ୍କ ଭ୍ୟାଲେଣ୍ଟାଇନ୍ଙ୍କ ମୁହଁ।
ହଁ, ଏଥର ଆପଣ ଟ୍ରାକ୍କୁ ଆସିଗଲେଣି। ବୁଝିଯିବେଣି ଆମେ କ’ଣ କହୁଛୁ ।
ପ୍ରେମ ଆଉ ଚକଲେଟ୍, ଚକଲେଟ୍ ଆଉ ପ୍ରେମ। ଦୁଇ ଏମିତି ଶବ୍ଦ ଯାହା ଅଛି ଆଉ ଆଗକୁ ବି ରହିବ। ଖାଲି ମିଠା ଆଉ ମିଠା। ଆଜି ଚକେଲେଟ୍ ଡେ’, ଆଉ ଖାସ୍ ସେଇଥି ପାଇଁ ଆମେ ଏ କଥାଟା ଆପଣଙ୍କୁ କହୁଛୁ।
ପ୍ରେମଟା ପରା ଚକଲେଟ୍ ପରି। ଫରକ୍ ଏତିକି, ଏ ପାଟିରେ ମିଳାଏ, ଆଉ ସିଏ ମନରେ।
କ’ଣ ଭାବୁଛନ୍ତି, ଠିକ୍ ତ?
ଯଦି ଠିକ୍, ତା ହେଲେ ଚକଲେଟ୍ ଦେବାକୁ ଡେରି କରନ୍ତୁନି। କାରଣ ଚକଲେଟ୍ ଯେତିକି ମିଠା, ତାଙ୍କ ହସ ତା’ ଠୁ ଢେର ଅଧିକ। ଆଉ ମିଠା ହସ ଟିକକ ଆଖିଭରି ଚାଖିବାକୁ ଯେମିତି ଡେରି ହୋଇ ନ ଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Special
ଅମଳ ବେଳେ ଉତ୍ପାତ କରୁଛନ୍ତି ବାର୍ହା, ହାତୀ; ଚିନ୍ତାରେ କନ୍ଦମୂଳ ଚାଷୀ
ଢେଙ୍କାନାଳ କନ୍ଦମୂଳ ସ୍ୱାଦ ଓ ଚାହିଦା ମଧ୍ୟ ଭଲ ରହିଛି। ଏଠାରୁ ଅମଳ ହେଉଥିବା କନ୍ଦମୂଳ ଶ୍ରୀକ୍ଷେତ୍ର ଯାଉଛି। କୁହାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ ଢେଙ୍କାନାଳ କନ୍ଦମୂଳ ଲାଗି ହେଉଛି।
Special
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର
ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।
Special
ମୋତେ ଭାତ ମୁଠାଏ ଦରକାର... ପୁଅ-ବୋହୂ କହିଲେ, ଜରାଶ୍ରମରେ କାହିଁକି ରହିବନି?
୫ ବର୍ଷ ତଳେ ହଠାତ୍ ଶୁକଦେବଙ୍କ ଜୀବନର ଗତିପଥ ବଦଳିଥିଲା। ଅଭିଯୋଗ ଅନୁସାରେ ଘର ତିଆରି ବାହାନାରେ ଜାଗା ହଡ୍ପ ପାଇଁ ରେବତୀଙ୍କୁ ପାଖକୁ ନେବାକୁ ପୁଅବୋହୂ ଥୋପ ପକାଇଥିଲେ। ଆଉ ଖେଳିଥିଲେ ମମତା କାର୍ଡ।