Advertisment

ଚକଲେଟ୍‌ ଏତେ ବି ମିଠା ନୁହେଁ, ଯେତିକି ତୁମ ଓଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଠା ବିନା ପ୍ରେମ ଅଧୂରା। ଠିକ୍‌ ଯେମିତି ଚକଲେଟ୍‌ ବିନା ପ୍ରେମିକାର ହସ। କ’ଣ କହୁଛନ୍ତି ଠିକ୍‌ ତ ? ଆମ କଥା ପଢ଼ି ଆପଣ ଲାଜେଇ ଯାଉଥିବେ, ଆଉ ପକେଟ୍‌ରେ ଭରିଥିବା କି ଓଢଣୀ ତଳେ ଚାପି ରଖିଥିବା ଚକଲେଟ୍‌କୁ ବାରମ୍ବାର ଦେଖୁଥିବେ। ଯେଉଁ ଚକଲେଟ୍‌ରେ ଦିଶୁଥିବ ଆପଣଙ୍କ ଭ୍ୟାଲେଣ୍ଟାଇନ୍‌ଙ୍କ ମୁହଁ। ହଁ, ଏଥର ଆପଣ ଟ୍ରାକ୍‌କୁ ଆସିଗଲେଣି। ବୁଝିଯିବେଣି ଆମେ କ’ଣ କହୁଛୁ । ପ୍ରେମ ଆଉ ଚକଲେଟ୍‌, ଚକଲେଟ୍‌ ଆଉ ପ୍ରେମ। […]

ଚକଲେଟ୍‌ ଏତେ ବି ମିଠା ନୁହେଁ, ଯେତିକି ତୁମ ଓଠ

0o

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଠା ବିନା ପ୍ରେମ ଅଧୂରା। ଠିକ୍‌ ଯେମିତି ଚକଲେଟ୍‌ ବିନା ପ୍ରେମିକାର ହସ। କ’ଣ କହୁଛନ୍ତି ଠିକ୍‌ ତ ? ଆମ କଥା ପଢ଼ି ଆପଣ ଲାଜେଇ ଯାଉଥିବେ, ଆଉ ପକେଟ୍‌ରେ ଭରିଥିବା କି ଓଢଣୀ ତଳେ ଚାପି ରଖିଥିବା ଚକଲେଟ୍‌କୁ ବାରମ୍ବାର ଦେଖୁଥିବେ। ଯେଉଁ ଚକଲେଟ୍‌ରେ ଦିଶୁଥିବ ଆପଣଙ୍କ ଭ୍ୟାଲେଣ୍ଟାଇନ୍‌ଙ୍କ ମୁହଁ।

Advertisment

ହଁ, ଏଥର ଆପଣ ଟ୍ରାକ୍‌କୁ ଆସିଗଲେଣି। ବୁଝିଯିବେଣି ଆମେ କ’ଣ କହୁଛୁ ।

ପ୍ରେମ ଆଉ ଚକଲେଟ୍‌, ଚକଲେଟ୍‌ ଆଉ ପ୍ରେମ। ଦୁଇ ଏମିତି ଶବ୍ଦ ଯାହା ଅଛି ଆଉ ଆଗକୁ ବି ରହିବ। ଖାଲି ମିଠା ଆଉ ମିଠା। ଆଜି ଚକେଲେଟ୍‌ ଡେ’, ଆଉ ଖାସ୍‌ ସେଇଥି ପାଇଁ ଆମେ ଏ କଥାଟା ଆପଣଙ୍କୁ କହୁଛୁ।

ପ୍ରେମଟା ପରା ଚକଲେଟ୍‌ ପରି। ଫରକ୍‌ ଏତିକି, ଏ ପାଟିରେ ମିଳାଏ, ଆଉ ସିଏ ମନରେ।

କ’ଣ ଭାବୁଛନ୍ତି, ଠିକ୍‌ ତ?

ଯଦି ଠିକ୍‌, ତା ହେଲେ ଚକଲେଟ୍‌ ଦେବାକୁ ଡେରି କରନ୍ତୁନି। କାରଣ ଚକଲେଟ୍‌ ଯେତିକି ମିଠା, ତାଙ୍କ ହସ ତା’ ଠୁ ଢେର ଅଧିକ। ଆଉ ମିଠା ହସ ଟିକକ ଆଖିଭରି ଚାଖିବାକୁ ଯେମିତି ଡେରି ହୋଇ ନ ଯାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe