/odisha-reporter/media/post_attachments/uploads/2019/03/q.jpg)
q
ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ଇତିହାସ ସହିଦ୍ ଭଗତ ସିଂହଙ୍କ ବିନା ଅସମ୍ପୁର୍ଣ୍ଣ। କାରଣ ଦେଶର ସ୍ୱାଧୀନତା ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ସ୍ୱାଧୀନତା ବଦଳରେ ସେ ତାଙ୍କ ଜୀବନକୁ ବାଜି ଲଗାଇ ଦେଇଥିଲେ। ପ୍ରକୃତ ବୀର ଭାବେ ଆଜିବି ସେ ମୃତ୍ୟୁ ପରେ ଅମର। ଠିକ୍ ୮୭ବର୍ଷ ପୂର୍ବେ ୨୩ ମାର୍ଚ୍ଚ ୧୯୩୧ରେ ବ୍ରିଟିଶ ସରକାରଙ୍କ ଆଦେଶରେ ତାଙ୍କୁ ଫାଶି ଦିଆଯାଇ ଥିଲା। ହସିହସି ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଶରୀରରୁ ଆତ୍ମା ଚାଲିଗଲା ସତ, ହେଲେ ଆଜି ବି ସାରା ଭାରତବାସୀଙ୍କ ମନରେ ସେ ଚିର ସ୍ମରଣୀୟ।
ସହିଦ ଭଗତ ସିଂହ ସାଧାରଣ ମଣିଷଠୁ ଟିକେ ଭିନ୍ନ ଥିଲେ। ତାଙ୍କର ଚିନ୍ତାଧାରା ଉନ୍ନତ ଏବଂ ଉଚ୍ଚକୋଟୀର ଥିଲା।
ଆସନ୍ତୁ ସେ କହିଥିବା କିଛି ପ୍ରେରଣାଦାୟୀ କଥା ଜାଣିବା
୧- ପ୍ରେମୀ, ପାଗଲ ଔର କବି ଏକ୍ ହି ମିଟି କେ ବନେ ହୈ।
୨- ଲୋଗୋ କୋ କୁଚଲ କର, ୱୋ ବିଚାର କା ଦମ୍ ନହିଁ ଘୋଟ ସକ୍ତେ।
୩-ଅଗର ବେହେରୋଁ କୋ ଅପନେ ବାତ୍ ସୁନାନୀ ହୈ ତୋ ଆୱାଜ୍ କୋ ଜୋରଦାର୍ କରନା ହୋଗା, ଜବ୍ ହମ୍ ବମ୍ ଫେକା ତୋ ହମାରା ଉଦ୍ଦେଶ୍ୟ କିସି କୋ ମାରନା ନେହିଁ ଥା, ହମ୍ନେ ଅଙ୍ଗ୍ରେଜ୍ ହୁକୁମତ୍ ପର ବମ୍ ଗିରାୟା ଥା, ଅଙ୍ଗ୍ରେଜ୍ କୋ ଭାରତ ଛୋଡନା ଔର ହମେ ଆଜାଦ କରନା ଚାହିଏ।
୪-ମେ ଏକ ଇନ୍ସାନ୍ ହୁଁ, ଔର କୁଛ ଭି ଇନ୍ସାନିୟତ କୋ ପ୍ରଭାବିତ କରତି ହୈ ଉସ୍ସେ ମେରା ମତଲବ ହୈ।
୫- ଜିନ୍ଦେଗୀ ଆପନେ ଦମ୍ ପର ଜି ଜାତି ହୈ, ଦୁସରୋ କି କନ୍ଧେ ପର ତୋ ସିର୍ଫ ଜନାଜେ ଉଠାୟେ ଜାତେ ହେଁ।
୬- ପ୍ୟାର ହମେଶା ଆଦମି କେ ଚରିତ୍ର କେ ଉପର ଉଠାତା ହେ, ୟହ କଭି ଉସେ କମ ନେହିଁ କରତା ହେ, ପ୍ୟାର ଦୋ ପ୍ୟାର ଲୋ।
୭- ହମାରେ ଲିଏ ସମଝୋତା କା ମତଲବ କଭି ଆତ୍ମସମର୍ପଣ ନହିଁ ହୋତା, ସିର୍ଫ ଏକ କଦମ ଆଗେ ଔର କୁଛ ଆରାମ , ବସ ଇତନି ସି।
୮- ହର ବୋ ସକ୍ସ ଜୋ ବିକାଶ କେ ଲିଏ ଆବାଜ ବୁଲନ୍ଦ କର ରହା ହୈ, ଉସେ ହରଏକ୍ ଋଢିବାଦ ଚୀଜ କି ଆଲୋଚନା କରନି ହୋଗୀ, ଉସସେ ଆବିଶ୍ୱାସ ଜତାନା ହୋଗା ଔର ଉସେ ଚୁନୌତି ଦେନି ହୋଗି।
୯- ଆମ ତୌର ପର ଲୋଗ ଚିଜୋଁ ଜେସି ହୈ। ଉସିକେ ଅଭ୍ୟସ୍ତ ହୋ ଜାତେ ହୈ। ବଦଲାବା କେ ବିଚାର ସେ ହି ଉନକି କଂପକପିଂ ଛୁଟନେ ଲଗତି ହୈ। ଉସି ନିଷ୍କ୍ରିୟତା କି ଭାବନା କୋ କ୍ରାନ୍ତିକାରୀ ଭାବନା ସେ ବଦଲନେ କି ଦରକାର ହୈଁ।
୧୦- ୱୋ ମୁଝେ କତଲ୍ କର ସକତେ ହୈ ମେରେ ବିଚାର କୋ ନେହିଁ, ୱୋ ମେରେ ଶରୀର କୋ କୁଚଲ ସକତେ ହୈ , ମେରେ ଜଜ୍ବେ କୋ ନେହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
