ବୃଦ୍ଧଙ୍କ ନାକରୁ ବାହାରିଲା ଦୁଇଟି ଜୋକ

ନୂଆଦିଲ୍ଲୀ : ବିଭିନ୍ନ ପ୍ରକାର ରୋଗ ବିଷୟରେ ଆମେ ଶୁଣିଛେ। କିନ୍ତୁ କୌଣସି ବ୍ୟକ୍ତିଙ୍କ ଶରୀରରେ ୨ ମାସ ଧରି ଜୋକ ରହି ବଡ଼ ହେବା କଥା ଆପଣ କେବେ ଶୁଣିନଥିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଚୀନର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଡେଲି ମେଲ୍‌ର ରିପୋର୍ଟ ଅନୁସାରେ ଚୀନର ଜଣେ ୬୦ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କର ଅନେକ ଦିନ ଧରି କାଶ ଲାଗିରହିଥିଲା। କାଶ ଭଲ ନହେବାରୁ ସେ ହସ୍ପିଟାଲ […]

joka2

joka2

Puspanjali Panda
  • Published: Thursday, 28 November 2019
  • Updated: 28 November 2019, 02:25 PM IST

Sports

Latest News

ନୂଆଦିଲ୍ଲୀ : ବିଭିନ୍ନ ପ୍ରକାର ରୋଗ ବିଷୟରେ ଆମେ ଶୁଣିଛେ। କିନ୍ତୁ କୌଣସି ବ୍ୟକ୍ତିଙ୍କ ଶରୀରରେ ୨ ମାସ ଧରି ଜୋକ ରହି ବଡ଼ ହେବା କଥା ଆପଣ କେବେ ଶୁଣିନଥିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଚୀନର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଡେଲି ମେଲ୍‌ର ରିପୋର୍ଟ ଅନୁସାରେ ଚୀନର ଜଣେ ୬୦ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କର ଅନେକ ଦିନ ଧରି କାଶ ଲାଗିରହିଥିଲା। କାଶ ଭଲ ନହେବାରୁ ସେ ହସ୍ପିଟାଲ ଯାଇ ସିଟି ସ୍କାନ୍‌ କରିଥିଲେ। କିନ୍ତୁ ସିଟି ସ୍କାନ୍‌ରୁ କିଛି ଜଣାପଡ଼ିନଥିଲା। ଏହାପରେ ସେ ଏଣ୍ଡୋସ୍କୋପି ଓ ବ୍ରୋଞ୍ଚୋସ୍କୋପି ପରୀକ୍ଷା କରିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ ବୃଦ୍ଧଙ୍କ ନାକରେ ୨ ମାସ ଧରି ଦୁଇଟି ଜୋକ ବୃଦ୍ଧି ପାଉଛନ୍ତି।

ଯେଉଁ କାରଣରୁ ତାଙ୍କର ଲଗାତାର କାଶ ହେବା ସହିତ କାଶରେ ରକ୍ତ ମଧ୍ୟ ପଡୁଥିଲା। ସେହି ବ୍ୟକ୍ତିଙ୍କର ଡାହାଣ ପଟ ନାକରେ ଗୋଟିଏ ଜୋକ ଏବଂ ଏହାଠାରୁ ୩ ସେଣ୍ଟିମିଟର ଭିତରେ ଗ୍ଲୋଟିସ୍‌ ଭିତରେ ଅନ୍ୟ ଏକ ଜୋକ ରହିଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଡାକ୍ତରଙ୍କ ଚିକିତ୍ସା ପରେ ସଫଳ ଭାବରେ ବ୍ୟକ୍ତିଙ୍କ ନାକରୁ ଜୋକ ଦୁଇଟିକୁ ବାହାର କରାଯାଇଛି।

ଜୋକ ଦୁଇଟିକୁ ବାହାର କରିବା ପାଇଁ ଡାକ୍ତରମାନେ ରୋଗୀକୁ ପ୍ରଥମେ ଆନାସ୍ଥେସିଆ ଦେଇ ବେହୋସ୍‌ କରିଥିଲେ ଏବଂ ଏହାପରେ ହିଁ ଜୋକ ଦୁଇଟିକୁ ବାହାରକୁ ଆଣିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଜଙ୍ଗଲରେ କାମ କରୁଥିବା ଏହି ବ୍ୟକ୍ତିଜଣକ ପାହାଡ଼ରୁ ପାଣି ପିଇବା ସମୟରେ ଜୋକଦୁଇଟି ଶରୀରକୁ ପ୍ରବେଶ କରିଛନ୍ତି। ଚିକିତ୍ସା ପରେ ବ୍ୟକ୍ତିଜଣକ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story