ସମୟର ପୁନରାବୃତ୍ତି: ପୁଣି ନମ୍ୱର-୧ ହେଲା ଦୂରଦର୍ଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଆସିବା ପରେ ସମୟ ଯେପରି ଫେରିଯାଇଛି ୮୦-୯୦ ଦଶକକୁ। ଟିଭି ପରଦାରେ ସେହି ଚିରସବୁଜ ଧାରାବାହିକ ସାଙ୍ଗକୁ ଦୂରଦର୍ଶନ ମଧ୍ୟ ଫେରି ପାଇଛି ତାର ପୂର୍ବ ଲୋକପ୍ରିୟତା। ସମୟାନ୍ତରେ ଘରୋଇ ଚ୍ୟାନେଲଗୁଡ଼ିକ ତୁଳନାରେ ବ୍ୟବସାୟ ଦୃଷ୍ଟିରୁ ଦୂରଦର୍ଶନ ବହୁ ପଛରେ ପଡ଼ିଯାଇଥିଲା। ହେଲେ ଲକଡାଉନ ଯୋଗୁ ପୁଣି ଦୂରଦର୍ଶନର ଚାହିଦା ବଢ଼ିବାରେ ଲାଗିଛି। ଏବେ ସମସ୍ତ ଟିଆରପି ରେକର୍ଡକୁ ଭାଙ୍ଗି ଦୂରଦର୍ଶନ ସର୍ବାଧିକ ଲୋକପ୍ରିୟ ଚ୍ୟାନେଲର ମାନ୍ୟତା ପାଇଛି। କରୋନା ଭୂତାଣୁ ସଂକ୍ରମଣ […]

Ramayan, mahabharat

Ramayan, mahabharat

Pragnya Choudhury
  • Published: Friday, 17 April 2020
  • Updated: 17 April 2020, 02:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଆସିବା ପରେ ସମୟ ଯେପରି ଫେରିଯାଇଛି ୮୦-୯୦ ଦଶକକୁ। ଟିଭି ପରଦାରେ ସେହି ଚିରସବୁଜ ଧାରାବାହିକ ସାଙ୍ଗକୁ ଦୂରଦର୍ଶନ ମଧ୍ୟ ଫେରି ପାଇଛି ତାର ପୂର୍ବ ଲୋକପ୍ରିୟତା। ସମୟାନ୍ତରେ ଘରୋଇ ଚ୍ୟାନେଲଗୁଡ଼ିକ ତୁଳନାରେ ବ୍ୟବସାୟ ଦୃଷ୍ଟିରୁ ଦୂରଦର୍ଶନ ବହୁ ପଛରେ ପଡ଼ିଯାଇଥିଲା। ହେଲେ ଲକଡାଉନ ଯୋଗୁ ପୁଣି ଦୂରଦର୍ଶନର ଚାହିଦା ବଢ଼ିବାରେ ଲାଗିଛି। ଏବେ ସମସ୍ତ ଟିଆରପି ରେକର୍ଡକୁ ଭାଙ୍ଗି ଦୂରଦର୍ଶନ ସର୍ବାଧିକ ଲୋକପ୍ରିୟ ଚ୍ୟାନେଲର ମାନ୍ୟତା ପାଇଛି।

କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଦେଶକୁ ଲକଡାଉନ କରାଗଲା। ଏହାପରେ ଦର୍ଶକଙ୍କ ଚାହିଦା ଓ ଦାବିକୁ ମହତ୍ୱ ଦେଇ ରାମାୟଣ, ମହାଭାରତ, ଚାଣକ୍ୟ ଓ ଶକ୍ତିମାନ ଭଳି ଚିରସବୁଜ ଧାରାବାହିକଗୁଡ଼ିକୁ ପୁନଃପ୍ରସାରଣ କରାଗଲା, ଯାହା ଦୂରଦର୍ଶନର ଲୋକପ୍ରିୟତାକୁ ଶୀର୍ଷକୁ ନେଇପାରିଛି। ଫଳସ୍ୱରୁପ ମାର୍ଚ୍ଚ ୨୮ରୁ ଏପ୍ରିଲ ୩ ମଧ୍ୟରେ ସର୍ବାଧିକ ଦେଖାଯାଇଥିବା ଚ୍ୟାନେଲ ହେଉଛି ଦୂରଦର୍ଶନ।

ସୂଚନା ଯୋଗ୍ୟ, ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଏ ବର୍ଷର ୧୨ ସପ୍ତାହରେ ପ୍ରାୟ ୧.୨ ମିଲିୟନ୍ ଇମ୍ପ୍ରେସନଠାରୁ ଏପ୍ରିଲ ୯ରେ ପ୍ରକାଶିତ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (BARC) ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିବା ୧୩ତନମ ସପ୍ତାହରେ ଦର୍ଶକଙି୍କ ସଂଖ୍ୟା ୫୪୫.୮ ନିୟୁତ ଇମ୍ପ୍ରେସନରେ ବୃଦ୍ଧି ପାଇଛି। ତେବେ ରାମାନନ୍ଦ ସାଗର ଏବଂ ବି.ଆର୍ ଚୋପ୍ରାଙ୍କ ରାମାୟଣ ଓ ମହାଭାରତ ୮୦-୯୦ ଦଶକରେ ଯେପରି ସଫଳତା ପାଇଥିଲା ଆଜି ୨୦୨୦ରେ ମଧ୍ୟ ସେତିକି ସଫଳତା ହାସଲ କରିଛି। ରାମାୟଣର ଦର୍ଶକ ସକାଳେ ଓ ସନ୍ଧ୍ୟାରେ ୪୫୪ ଗୁଣ ବୃଦ୍ଧି ହୋଇଛି। ସେପଟେ ମହାଭାରତ ଆଇଏମଡିବିରେ ୮.୯/୧୦ ରେଟିଂ କରି ଡିଡି ଭାରତୀ ୧୩ତମ ସପ୍ତାହରେ ସକାଳ ଓ ସନ୍ଧ୍ୟା ସ୍ଲଟରେ ମିଳିତ ଭାବେ ଦର୍ଶକଙ୍କୁ ୩୬୫ଥର ବୃଦ୍ଧି କରିଛି।

ସେହିପରି ଶକ୍ତିମାନ, ବ୍ୟୋମକେଶ ବକ୍ସି, ଶ୍ରୀମାନ ଶ୍ରୀମତି, ବୁନିୟାଦ୍, ଦେଖ୍ ଭାଇ ଦେଖ୍, ସର୍କସ ଭଳି ଅନ୍ୟ ଧାରାବାହିକଗୁଡ଼ିକ ମଧ୍ୟ ଦର୍ଶକଙ୍କ ମନ କିଣିପାରିଛନ୍ତି। ଯେଉଁମାନେ ୮୦ ଦଶକର ଶେଷ ସମୟରେ ବଢ଼ିଥିଲେ। ସେତେବେଳ ଭାରତୀୟ ଦର୍ଶକଙ୍କ ରବିବାର ଦିନଚର‌୍ୟ୍ୟାକୁ ନିୟନ୍ତ୍ରଣ କରୁଥିଲା ରାମାୟଣ। ଏକ ଅଭୂତପୂର୍ବ ସଫଳତା ହାସଲ କରିଥିଲା ଏହି ପୌରାଣିକ ଧାରାବାହିକ। ସେହି କ୍ରମରେ ମହାଭାରତ ମଧ୍ୟ ଦର୍ଶକଙ୍କ ଚିତ୍ତକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଥିଲା। ଏପରି କି, ଏହି ଧାରାବାହିକଗୁଡ଼ିକରେ ଅଭିନୟ କରୁଥିବା କଳାକାରଙ୍କୁ ଲୋକେ ପ୍ରକୃତରେ ଭଗବାନ ଓ ଦେବତା ବୋଲି ମାନିବାକୁ ଲାଗିଥିଲେ। ହେଲେ ପରିବର୍ତ୍ତିତ ସମୟ ଚକ୍ରରେ ଆଜି ବି ଦୂରଦର୍ଶନ ଓ ଏହାର ଚିରସବୁଜ ଧାରାବାହିକଗୁଡ଼ିକ ଯୁବପିଢ଼ି ସମେତ ସବୁ ବର୍ଗର ଧ୍ୟାନ ଆକର୍ଷଣ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story