‘ମୋ ଭାଇ ଆଖିରେ ମୁଁ ଦୁନିଆ ଦେଖେ’

ବାରିପଦା (ମାଣିକ ଲାଲ୍ ପାଣି): ଆଜି ରାକ୍ଷୀ ପୂର୍ଣ୍ଣମୀ। ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ଆଉ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେଇଥାଏ ଭାଇ। ହେଲେ ମୟୂରଭଞ୍ଜ ଜିଲ୍ଲା ପଣ୍ଡୁପାଳ ଗାଁର ମାଳତି ହେମ୍ୱମ୍ର ରାକ୍ଷୀକୁ ଦେଖିପାରନ୍ତିନି କି ରାକ୍ଷୀ ବାନ୍ଧୁଥିବା ଭାଇକୁ ମଧ୍ୟ ଦେଖି ପାରନ୍ତି ନାହିଁ। ହେଲେ ସେ ବର୍ଷଯାକ ଏହି ରାକ୍ଷୀ ପୂର୍ଣ୍ଣମୀ ଦିନଟିକୁ ଅପେକ୍ଷା କରିଥାଆନ୍ତି। ମାଳତି ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ସେ ଜନ୍ମରୁ ଦେଖିପାରନ୍ତି ନାହିଁ। […]

rakhi

rakhi

Jyoshna Pradhan
  • Published: Monday, 03 August 2020
  • Updated: 03 August 2020, 11:43 AM IST

Sports

Latest News

ବାରିପଦା (ମାଣିକ ଲାଲ୍ ପାଣି): ଆଜି ରାକ୍ଷୀ ପୂର୍ଣ୍ଣମୀ। ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ଆଉ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେଇଥାଏ ଭାଇ। ହେଲେ ମୟୂରଭଞ୍ଜ ଜିଲ୍ଲା ପଣ୍ଡୁପାଳ ଗାଁର ମାଳତି ହେମ୍ୱମ୍ର ରାକ୍ଷୀକୁ ଦେଖିପାରନ୍ତିନି କି ରାକ୍ଷୀ ବାନ୍ଧୁଥିବା ଭାଇକୁ ମଧ୍ୟ ଦେଖି ପାରନ୍ତି ନାହିଁ। ହେଲେ ସେ ବର୍ଷଯାକ ଏହି ରାକ୍ଷୀ ପୂର୍ଣ୍ଣମୀ ଦିନଟିକୁ ଅପେକ୍ଷା କରିଥାଆନ୍ତି।

ମାଳତି ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ସେ ଜନ୍ମରୁ ଦେଖିପାରନ୍ତି ନାହିଁ। ତାଙ୍କର ଦୁଇଟି ଯାକ ଆଖିରେ ଦୃଷ୍ଟିଶକ୍ତି ନାହିଁ। ହେଲେ ରାକ୍ଷୀ ପୂର୍ଣ୍ଣମୀ ଆସିଲେ ସେ ବେଶ୍‌ ଖୁସି। ସକାଳୁ ଉଠି ଗାଧୁଆ ସାରି ଭାଇକୁ ଫୁଲ, ଚନ୍ଦନ, ସିନ୍ଦୁର ଦେଇ ବନ୍ଦେଇ ଥାଆନ୍ତି। ଆଉ ଭାଇକୁ ରାକ୍ଷୀଟିଏ ବାନ୍ଧି ଦିଅନ୍ତି। ଏଥିପାଇଁ ସେ  ବର୍ଷ ଯାକ ଏହି ରାକ୍ଷୀ ପୂର୍ଣ୍ଣମୀକୁ ଅପେକ୍ଷା କରିଥାଆନ୍ତି। ସେ ଦେଖି ପାରନ୍ତିନି କିନ୍ତୁ ରାକ୍ଷୀକୁ ଅନୁଭବ କରିପାରନ୍ତି।

ମାଳତି କହିଛନ୍ତି, “ ଆଜି ଭଉଣୀ ତା’ ଭାଇକୁ ରାକ୍ଷୀ ବାନ୍ଧିଥାଏ। ମୁଁ ତ’ ଦେଖି ପାରେନି। ହେଲେ ମୋ ଭାଇ ଆଖିରେ ମୁଁ ଦୁନିଆ ଦେଖୁଛି। ପ୍ରତିବର୍ଷ ମୁଁ  ମୋ ଭାଇକୁ ରାକ୍ଷୀ ବାନ୍ଧିଦିଏ। ସେ ମୋତେ ଆଶୀର୍ବାଦ ଦିଏ। ମୁଁ ରାକ୍ଷୀ ଦେଖି ପାରେ ନାହିଁ। ହେଲେ ରାକ୍ଷୀ ବାନ୍ଧିବାକୁ ବହୁତ ଖୁସି ଲାଗେ।”

ମାଳତିଙ୍କ ମାଆ ମୀରୁ ହେମ୍ୱ୍ରମ କହିଛନ୍ତି,“ରାକ୍ଷୀ ପୂର୍ଣ୍ଣମା ଆସିଲେ ରାକ୍ଷୀ ଆଣିବାକୁ ମାଳତି କହେ। ଆଉ ରାକ୍ଷୀ ପୂର୍ଣ୍ଣମୀ ଦିନ ସକାଳୁ ଉଠି ଗାଧୁଆ ସାରି ତା’ ଭାଇକୁ ରାକ୍ଷୀ ବାନ୍ଧି ଦିଏ। ଭାଇକୁ ରାକ୍ଷୀ ବାନ୍ଧି ସେ ବହୁତ ଖୁସି ହୁଏ। ମୁଁ ଚାହେଁ ଭାଇଭଉଣୀ ଭଲରେ ରୁହନ୍ତୁ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story