ମୁଁ କଂଗ୍ରେସିଆ ଲୋକ, ଆଜି ବଡ଼ଦାଣ୍ଡରେ ଭିକ ମାଗୁଛି...

ପୁରୀ (ପ୍ରଦୀପ ମହାନ୍ତି):  ବଡ଼ଦାଣ୍ଡରେ ଭିକ ମାଗୁଥିବା ଅନେକ ଭିକାରୀଙ୍କ ପ୍ରକୃତ ପରିଚୟ ବର୍ତ୍ତମାନ ସାମ୍ନାକୁ ଆସିଛି। ସେଥିରେ କିଛି ଅଭାବ ଅସୁବିଧା ଯୋଗୁ ଭିକ ମାଗୁଥିବା ବେଳେ ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅସହାୟ ହୋଇ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବଡ଼ଦାଣ୍ଡରେ ଭିକ ମାଗୁଥିବା ଜଣେ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ଅଞ୍ଚଳର ଶୁକଦେବ ଆଚାର୍ଯ୍ୟ। ଏକ ସ୍ୱଚ୍ଛଳ ପରିବାରରୁ ଆସିଥିଲେ ବି ଆଖି ଚିକିତ୍ସା ପାଇଁ ପୁରୀ […]

neta

neta

Puspanjali Panda
  • Published: Tuesday, 03 March 2020
  • Updated: 03 March 2020, 02:32 PM IST

Sports

Latest News

ପୁରୀ (ପ୍ରଦୀପ ମହାନ୍ତି):  ବଡ଼ଦାଣ୍ଡରେ ଭିକ ମାଗୁଥିବା ଅନେକ ଭିକାରୀଙ୍କ ପ୍ରକୃତ ପରିଚୟ ବର୍ତ୍ତମାନ ସାମ୍ନାକୁ ଆସିଛି। ସେଥିରେ କିଛି ଅଭାବ ଅସୁବିଧା ଯୋଗୁ ଭିକ ମାଗୁଥିବା ବେଳେ ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅସହାୟ ହୋଇ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବଡ଼ଦାଣ୍ଡରେ ଭିକ ମାଗୁଥିବା ଜଣେ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ଅଞ୍ଚଳର ଶୁକଦେବ ଆଚାର୍ଯ୍ୟ।

ଏକ ସ୍ୱଚ୍ଛଳ ପରିବାରରୁ ଆସିଥିଲେ ବି ଆଖି ଚିକିତ୍ସା ପାଇଁ ପୁରୀ ବଡ଼ ଦାଣ୍ଡର ସିଂହଦ୍ୱାର ଆଗରେ ଭିକ ମାଗୁଛନ୍ତି ଶୁକଦେବ। ସ୍ତ୍ରୀ ଓ ତିନୋଟି ପିଲାଙ୍କୁ ନେଇ ତାଙ୍କର ସଂସାର। ଗାଁରେ ଜମିବାଡ଼ି ମଧ୍ୟ ଥିଲା। ହେଲେ ଦାରିଦ୍ର୍ୟ ତାଙ୍କୁ କାଳିଆ ପାଖକୁ ଟାଣି ଆଣିଛି।

ଭିକ ମାଗିବାକୁ ନେଇ ଶୁକଦେବ କହିଛନ୍ତି, ‘ମୁଁ କଂଗ୍ରେସିଆ ଲୋକ। ଯେଉଁ ଜାଗାକୁ ଗଲି ମୋ କଥା କେହି ଶୁଣିଲେ ନାହିଁ। ମୋର ଭତ୍ତା ଖଣ୍ଡେ ମଧ୍ୟ କରେଇ ଦେଲେ ନାହିଁ। ତେଣୁ ବାଧ୍ୟ ହୋଇ ଭିକ ମାଗିଲି। ରାତିରେ ଷ୍ଟେସନରେ ରହେ। ସକାଳେ ଉଠି ଆସି ବଡ଼ଦାଣ୍ଡରେ ଭିକ ମାଗେ। ପୁଣି ସନ୍ଧ୍ୟାରେ ଷ୍ଟେସନକୁ ଫେରିଯାଏ।’

ସେ ଆହୁରି ମଧ୍ୟ କହିଛନ୍ତି, ମୋର ୬ରୁ ୭ ଗୁଣ୍ଠ ଜମି ଓ ତିନୋଟି ପିଲା ଥିଲେ। ଗୋଟିଏ ଝିଅ ମରିଗଲା। ଆମେ ସ୍ୱାମୀ ସ୍ତ୍ରୀ ରହୁଥିଲୁ। ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ଆଖିରେ ଏସିଡ୍‌ ବୋତଲ୍ ପଡ଼ିଯାଇଥିଲା। ସେବେଠାରୁ ଗୋଟିଏ ଆଖିକୁ ଦେଖାଯାଉନାହିଁ। ମେଡିସିନ୍‌ ଖାଇବା ପାଇଁ ମାସକୁ ୧୦୦୦ ଟଙ୍କା ଦରକାର। କାମ କଲେ ଆଖିକୁ କଷ୍ଟ ହେଉଛି। ତେଣୁ ଭିକ ମାଗି ଔଷଧ ଖର୍ଚ୍ଚ ଉଠାଉଛି।

ରାଜନୈତିକ ଆକ୍ରୋଶର ଶିକାର ହୋଇ ଆଜି ତାଙ୍କର ଏପରି ଅବସ୍ଥା। ସରକାର ତାଙ୍କର କ’ଣ ବ୍ୟବସ୍ଥା କଲେ ସେ ଖୁସି ହେବେ ବୋଲି ଗୁହାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story