କଥା ଦିଅନ୍ତୁ, ଆଜି ଯାହା କହିବେ ସାରା ଜୀବନ ସେମିତି ହେବାକୁ ଚେଷ୍ଟା କରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ପ୍ରେମର ପର୍ବ। ନିଜ ଦିନକୁ ସ୍ପେଶାଲ୍‌ କରିବାରେ ଲାଗି ପଡ଼ିଛନ୍ତି ଲଭ୍‌ବାର୍ଡ। ପ୍ରେମ ପର୍ବର ଆରମ୍ଭ ଦିନରେ ଦେଇଥିଲେ ରେଡ୍‌ ରୋଜ୍ । ତାପର ଦିନ କହିଥିଲେ ମନର କଥା। ଲାଜେଇ ଭ୍ୟାଲେଣ୍ଟାଇନ୍‌ ହାତରେ ଧରେଇଥିଲେ ପ୍ରେମର ଚକଲେଟ୍‌ ଆଉ ଟେଡି। ଏତେ ସବୁ ଦେଲା ପରେ ବି ପ୍ରେମ ପାଇଁ କିଛି ଗୋଟେ ରହି ଯାଇଥିଲା ମିସିଂ, ମିସିଂ। ଲାଗୁଥିଲା ଖାଁ ଖାଁ। ଟିକେ ଟିକେ ଭୟ ବି। ଆଉ ସେଇ […]

11

11

Sangita Sahoo
  • Published: Monday, 11 February 2019
  • Updated: 11 February 2019, 01:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ପ୍ରେମର ପର୍ବ। ନିଜ ଦିନକୁ ସ୍ପେଶାଲ୍‌ କରିବାରେ ଲାଗି ପଡ଼ିଛନ୍ତି ଲଭ୍‌ବାର୍ଡ। ପ୍ରେମ ପର୍ବର ଆରମ୍ଭ ଦିନରେ ଦେଇଥିଲେ ରେଡ୍‌ ରୋଜ୍ । ତାପର ଦିନ କହିଥିଲେ ମନର କଥା। ଲାଜେଇ ଭ୍ୟାଲେଣ୍ଟାଇନ୍‌ ହାତରେ ଧରେଇଥିଲେ ପ୍ରେମର ଚକଲେଟ୍‌ ଆଉ ଟେଡି। ଏତେ ସବୁ ଦେଲା ପରେ ବି ପ୍ରେମ ପାଇଁ କିଛି ଗୋଟେ ରହି ଯାଇଥିଲା ମିସିଂ, ମିସିଂ। ଲାଗୁଥିଲା ଖାଁ ଖାଁ। ଟିକେ ଟିକେ ଭୟ ବି। ଆଉ ସେଇ ଭୟ ଟିକକ ଛଡ଼େଇ ଦେବାରୁ ପାରୁଛନ୍ତି ଯଦି ତାଙ୍କୁ ଆଜି ପ୍ରତିଶ୍ରୁତି ଦିଅନ୍ତୁ। ଜୀବନ ସିନା ୨ ଦିନର, ପ୍ରେମ କିନ୍ତୁ କାଳକାଳକୁ। ଏ କଥା ମନେ ରଖି ଏମିତି କିଛି ପ୍ରତିଶ୍ରୁତି ଦିଅନ୍ତୁ ଯାହା ଦୁହିଁଙ୍କ ମୁହଁରେ ହସ ଫୁଟେଇବ।

ବାସ୍ତବିକ୍‌ ପ୍ରେମରେ ପ୍ରତିଶ୍ରୁତିଟେ ନିହାତି ଜରୁରୀ।

କ’ଣ କହୁଛନ୍ତି, ହଁ ନା ନାଇଁ କହିଲେ ?

ଆଜି ହେଉଛି ଫେବ୍ରୁୟାରୀ ୧୧, ପ୍ରମିଜ୍‌ ଡେ। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ କିଛି ନା କିଛି ପ୍ରତିଶ୍ରୁତି ଦିଆନିଆ ହୁଅନ୍ତି। କାରଣ ଏହି ପ୍ରତିଶ୍ରୁତି ଟିକକ ହିଁ ପ୍ରେମର ବାସ୍ତବକିତା। ଏଇ ଟିକକ କଥାରେ ମଜବୁତ୍‌ ହୋଇଥାଏ ଭଲ ପାଇବା। ମିଳିଯାଏ ବଞ୍ଚିବାର ଆନନ୍ଦପୂର୍ଣ୍ଣ ରାସ୍ତାଟିଏ। ତେବେ ଆଉ ଡେରି ନକରି ନିଜ ଭ୍ୟାଲେଣ୍ଟାଇନ୍‌ଙ୍କୁ ପ୍ରମିଜି କରନ୍ତୁ। ମନେ ରଖିବେ ଯାହା ବି ପ୍ରମିଜ୍‌ କରିବେ ହୃଦୟରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story