ପ୍ରଶାନ୍ତଙ୍କ ପ୍ରଶଂସନୀୟ ପ୍ରୟାସ: ଭୋକିଲାଙ୍କ ପେଟ ଭରୁଛି ଗୋଲାପି କୁପନ୍‌

ନୂଆଦିଲ୍ଲୀ: କୁହାଯାଏ, ଉଚ୍ଚ ପଦସ୍ତ ଅଫିସର୍‌ ଓ ବଡ଼ ବଡ଼ିଆମାନେ ଗରିବଙ୍କ ଦୁଃଖ ବୁଝି ପାରନ୍ତିନି। କାରଣ ଦାରିଦ୍ର୍ୟରେ ସେମାନେ ଜିଇଁ ନାହାନ୍ତି। ବଡ଼ ବଡ଼ ଗାଡ଼ିରେ ଯିବା ବେଳେ ରାସ୍ତାକଡ଼ର ଭୋକିଲା ଲୋକଙ୍କ ଉପରେ ସେମାନଙ୍କର ଦୃଷ୍ଟି କମ୍‌ ଯାଏ। କିନ୍ତୁ ଏ ସମସ୍ତ କଥାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି କେରଳର କୋଝିକୋଡ୍‌ର ଜିଲ୍ଲାପାଳ ପ୍ରଶାନ୍ତ ନାୟର। କାରଣ ଗରିବ ଓ ଭୋକିଲାଙ୍କ ପେଟକୁ ମୁଠାଏ ଦାନା ଦେବା ପାଇଁ ସେ କରିଛନ୍ତି ଅଭିନବ ପ୍ରୟାସ। […]

q

q

Biswobandita Swain
  • Published: Wednesday, 02 October 2019
  • Updated: 02 October 2019, 01:49 PM IST

Sports

Latest News

ନୂଆଦିଲ୍ଲୀ: କୁହାଯାଏ, ଉଚ୍ଚ ପଦସ୍ତ ଅଫିସର୍‌ ଓ ବଡ଼ ବଡ଼ିଆମାନେ ଗରିବଙ୍କ ଦୁଃଖ ବୁଝି ପାରନ୍ତିନି। କାରଣ ଦାରିଦ୍ର୍ୟରେ ସେମାନେ ଜିଇଁ ନାହାନ୍ତି। ବଡ଼ ବଡ଼ ଗାଡ଼ିରେ ଯିବା ବେଳେ ରାସ୍ତାକଡ଼ର ଭୋକିଲା ଲୋକଙ୍କ ଉପରେ ସେମାନଙ୍କର ଦୃଷ୍ଟି କମ୍‌ ଯାଏ। କିନ୍ତୁ ଏ ସମସ୍ତ କଥାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି କେରଳର କୋଝିକୋଡ୍‌ର ଜିଲ୍ଲାପାଳ ପ୍ରଶାନ୍ତ ନାୟର। କାରଣ ଗରିବ ଓ ଭୋକିଲାଙ୍କ ପେଟକୁ ମୁଠାଏ ଦାନା ଦେବା ପାଇଁ ସେ କରିଛନ୍ତି ଅଭିନବ ପ୍ରୟାସ। ଆଉ ଏହାର ନାଁ ସେ ଦେଇଛନ୍ତି ‘ଅପରେସନ୍ ସୁଲୈମାନି’।

ଏହି ମିଶନ୍‌ ମାଧ୍ୟମରେ ପ୍ରଶାନ୍ତ ଗରିବ ଲୋକଙ୍କୁ ହୋଟେଲ୍‌ରେ ମାଗଣାରେ ଖାଇବାକୁ ଦେଉଛନ୍ତି। ଏହି ମିଶନ୍‌ରେ କେରଳର ରାସ୍ତା କଡ଼ରେ ବୁଲୁଥିବା ଗରିବ ମାନଙ୍କୁ ଗୋଟେ ଗୋଲାପି ରଙ୍ଗର କୁପନ୍‌ ଦିଆଯାଉଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାନ୍ତ କୁପନ୍‌ ସେଣ୍ଟର ଖୋଲିଛନ୍ତି। ଏହି କୁପନ୍‌ ସେଣ୍ଟରରେ ସେ କିଛି ଲୋକଙ୍କୁ ମଧ୍ୟ ରଖିଛନ୍ତି। ସେମାନଙ୍କର କାମ ହେଉଛି, ଗରିବ ଏବଂ ଭୋକିଲା ଲୋକ ଦେଖିଲେ ସେମାନଙ୍କୁ ଗୋଲାପି କୁପନ୍‌ ଦେବେ।

କୁପନ୍‌ର କାମ କ’ଣ?

ଏହି କୁପନ୍‌ରେ ଗୋଟେ ହୋଟେଲ୍‌ ନାଁ ଲେଖା ହୋଇଥାଏ। ଯେଉଁ ହୋଟେଲ୍‌ ନାଁ ସେ କୁପନ୍‌ରେ ଲେଖାଥିବ ଗରିବ ଲୋକ ଜଣଙ୍କ ସେହି ହୋଟେଲ୍‌ରେ ପହଞ୍ଚିଯିବା ପରେ ତାଙ୍କୁ ସେଠାରେ ମାଗଣାରେ ଖାଇବାକୁ ମିଳିବ।

ମାସ ଶେଷକୁ ପ୍ରଶାନ୍ତ ପ୍ରତି କୁପନ୍‌ର ଟଙ୍କା ହୋଟେଲ୍‌ ମାଲିକକୁ ଦେଇଥା’ନ୍ତି। ଏହି ଅପରେସନ୍‌ରେ ଏବେ କେରଳର ୨୦୦ରୁ ଅଧିକ ହୋଟେଲ୍‌କୁ ସେ ସାମିଲ୍‌ କରିଛନ୍ତି। ଏ ପର୍ଯ୍ୟନ୍ତ ୧ଲକ୍ଷରୁ ଅଧିକ ଲୋକ ଏହି କୁପନ୍‌ ପାଇଛନ୍ତି ଅର୍ଥାତ୍‌ ମାଗଣା ଖାଇବାର ସୁବିଧା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story