ଉଦ୍‌ଘାଟନକୁ ପୂରିବ ୩ ବର୍ଷ, କାମରେ ଆସୁନି ସାଢ଼େ ୪ କୋଟି ବ୍ୟୟରେ ନିର୍ମିତ ହଷ୍ଟେଲ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ନୂଆ ଛାତ୍ରାବାସଟି ଉଦ୍‌ଘାଟନ ହେବା ପରେ ପିଲାମାନେ ସେଠାରେ ରହିବେ ବୋଲି ଭାରି ଖୁସି ହୋଇଯାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। କାରଣ ସେମାନଙ୍କ ପଢ଼ା ସରିବା ଭିତରେ ଉଦ୍‌ଘାଟିତ ହୋଇଥିବା ନୂଆ ହଷ୍ଟେଲ କୋଠାରେ ବିଦ୍ୟୁତ୍‌ ସଂଯୋଗ ଓ ପିଇବା ପାଣିର ସୁବିଧା ସହିତ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇପାରିଲା ନାହିଁ। ଏବେବି ଏହି ସବୁ କାମ ହୋଇନାହିଁ। ତେଣୁ ଭଙ୍ଗା ଦଦରା ପୁରୁଣା ହଷ୍ଟେଲରେ […]

HOSTEL BUILDING

HOSTEL BUILDING

Tapaswini Nayak
  • Published: Monday, 13 December 2021
  • Updated: 13 December 2021, 10:31 AM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ନୂଆ ଛାତ୍ରାବାସଟି ଉଦ୍‌ଘାଟନ ହେବା ପରେ ପିଲାମାନେ ସେଠାରେ ରହିବେ ବୋଲି ଭାରି ଖୁସି ହୋଇଯାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। କାରଣ ସେମାନଙ୍କ ପଢ଼ା ସରିବା ଭିତରେ ଉଦ୍‌ଘାଟିତ ହୋଇଥିବା ନୂଆ ହଷ୍ଟେଲ କୋଠାରେ ବିଦ୍ୟୁତ୍‌ ସଂଯୋଗ ଓ ପିଇବା ପାଣିର ସୁବିଧା ସହିତ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇପାରିଲା ନାହିଁ। ଏବେବି ଏହି ସବୁ କାମ ହୋଇନାହିଁ। ତେଣୁ ଭଙ୍ଗା ଦଦରା ପୁରୁଣା ହଷ୍ଟେଲରେ ରହୁଛନ୍ତି ଦୁଇ ଶହ ଛାତ୍ର। ଏହି ଅବସ୍ଥା ହେଉଛି ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର କପିଳାସ ଛାତ୍ରାବାସର।

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର କପିଳାସ ଛାତ୍ରାବାସ -୧ (ପୁରୁଣା ହଷ୍ଟେଲ) ପାଖରେ ତିଆରି ହୋଇଛି ଛାତ୍ରାବାସ-୨।  ୨୦୧୯ ଜାନୁଆରୀ ୪ ତାରିଖରେ ଛାତ୍ରାବାସ-୨ର ଉଦଘାଟନ୍ ହୋଇଥିଲା। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ନୂଆ ଛାତ୍ରବାସଟିକୁ ଉଦଘାଟନ୍ କରିଥିଲେ। ୪ କୋଟି ୫୮ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ନୂଆ ହଷ୍ଟେଲକୁ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। କିନ୍ତୁ ଏହି ହଷ୍ଟେଲର ଉଦ୍‌ଘାଟନକୁ ଆସନ୍ତା ମାସରେ ୩ ବର୍ଷ ପୂରିବାକୁ ଥିବା ବେଳେ ଏଯାବତ୍ ଏଠାକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନାହିଁ। ହଷ୍ଟେଲ୍‌କୁ ଜଳ ଯୋଗାଣର ସୁବିଧା ମଧ୍ୟ କରାଯାଇ ନାହିଁ। ଏପରିକି ପିଲାମାନଙ୍କ ବେଡ୍‌, ଟେବୁଲ ଓ ଚୌକିର ବ୍ୟବସ୍ଥା କରାଯାଇ ନାହିଁ।ଫଳରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଦୂରଦୂରାନ୍ତୁ ପାଠ ପଢ଼ିବାକୁ ଆସୁଥିବା ଶହ ଶହ ଛାତ୍ର ବାଧ୍ୟ ସେହି ଭଙ୍ଗା ଦଦରା ପୁରୁଣା ହଷ୍ଟେଲରେ ରହୁଛନ୍ତି। ଆଉ କେହି କେହି ବାହାରେ ଘର ଭଡ଼ା ନେଇ ରହୁଛନ୍ତି।

[caption id="attachment_698582" align="aligncenter" width="650"]HOSTEL_BUILDING_ ପୁରୁଣା ଛାତ୍ରାବାସର ଛାତରୁ ସିମେଣ୍ଟ ଖସିଯାଇଛି[/caption]

ପୁରୁଣା ଛାତ୍ରବାସଟିର କଥା ନ କହିବା ଭଲ। ଏହି ଛାତ୍ରବାସଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଛାତରୁ କଂକ୍ରିଟ୍ ଖସି ରଡ୍‌ ଦେଖାଯାଉଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ପିଲାମାନେ ଅଭିଯୋଗ କରିଛନ୍ତି। କେତେବେଳେ ଅଘଟଣ ଘଟିବ କିଛି କହି ହେବନି। କବାଟ, ଝରକା ଭାଙ୍ଗି ଗଲାଣି। ହଷ୍ଟେଲ୍‌ କ୍ୟାଣ୍ଟିନ୍ ଓ ଶୌଚାଳୟ ଗୁଡ଼ିକର ଅବସ୍ଥା ଭାରି ଶୋଚନୀୟ। ସେଗୁଡ଼ିକ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ।

ନୂଆ ହଷ୍ଟେଲରେ ବାକି ସବୁ ଆନୁସଙ୍ଗିକ ସୁବିଧା କରିବା ପାଇଁ କଲେଜ ଅଧ୍ୟକ୍ଷ ଓ କଲେଜ ଛାତ୍ର ସଂସଦ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳିନି।

[caption id="attachment_698593" align="aligncenter" width="650"]Window ହଷ୍ଟେଲର ଝରକା, କବାଟ ଭାଙ୍ଗିରୁଜି ଗଲାଣି[/caption]

କଲେଜ ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ କହିଛନ୍ତି, ହଷ୍ଟେଲ ସମସ୍ୟା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାସହ ମୁଁ ଶିକ୍ଷାବିଭାଗର ଅତିରିକ୍ତ ସଚିବଙ୍କୁ ମଧ୍ୟ ଚିଠି ଲେଖିଛି। ନୂଆ ହଷ୍ଟେଲ ହୋଇ ମଧ୍ୟ ଯଦି ପଲାମାନେ ସେଠାରେ  ରହିପାରିଲେ ନାହିଁ, ତା’ହେଲେ ସେ ହଷ୍ଟେଲ ହେବାର କିଛି ମାନେ ନାହିଁ।

ଛାତ୍ର ରୋଶନ କୁମାର ପୋଥାଳ କହିଛନ୍ତି, ସରକାର ପୁରୁଣା ହଷ୍ଟେଲଟିକୁ ମରାମତି କରି ଦିଅନ୍ତୁ ଓ ନୂଆ ହଷ୍ଟେଲରେ ସମସ୍ତ ପ୍ରକାର ସୁବଧା କରି ଦିଅନ୍ତୁ। ଏପରି କଲେ ଦୂରଦୂରାନ୍ତୁ ଆସୁଥିବା ଅଧିକରୁ ଅଧିକ ପିଲା ହଷ୍ଟେଲରେ ରହି ପାଠପଢ଼ିବାର ସୁବିଧା ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story